Advertisement

ମା’ ପୁଅଙ୍କ ଅଶ୍ଳୀଳ ଭିଡିଓ ଦେଖାଇ ହରଡ଼ଘଣାରେ ୟୁଟୁବ୍, ନୋଟିସ୍ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୧୧।୧: ଜାତୀୟ ଶିଶୁ ସୁରକ୍ଷା କମିଶନ(ଏନସିପିସିଆର) ୟୁଟ୍ୟୁବ ଇଣ୍ଡିଆର ସରକାରୀ ବ୍ୟାପାର ତଥା ଲୋକସମ୍ପର୍କ ମୁଖ୍ୟଙ୍କୁ ଜାନୁଆରୀ ୧୫ ରେ ହଜାର ହେବାକୁ କହିଛି। ୟୁଟୁବ ପ୍ଳାର୍ଟଫର୍ମରେ ମା’ ପୁଅଙ୍କ ଅଶ୍ଳୀଳ ଭିଡିଓ ଦେଖାଉଥିବା ଚ୍ୟାନେଲଗୁଡିକର ତାଲିକା ସହିତ ବ୍ୟକ୍ତିଗତ ଭାବରେ ହାଜର ହେବାକୁ କୁହାଯାଇଛି।

ଭାରତରେ ୟୁଟ୍ୟୁବ୍ ମୁଖ୍ୟ ମୀରା ଚାଟଙ୍କୁ ଏକ ଚିଠିରେ ଏନସିପିସିଆର ମୁଖ୍ୟ ପ୍ରିୟଙ୍କା କାନୋଙ୍ଗୋ କହିଛନ୍ତି ଯେ ଆୟୋଗ ୟୁଟ୍ୟୁବ୍ ଚ୍ୟାନେଲରେ ମା’ ପୁଅଙ୍କ ଅଶ୍ଳୀଳ ଭିଡିଓ ଦେଖିବାକୁ ମିଳୁଛି। ଆଗକୁ ଏଗୁଡିକ ଅତ୍ୟନ୍ତ ଭୟଙ୍କର ହୋଇପାରେ। ଏହି ଭିଡିଓରେ ମା’ ପୁଅ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଥିଲା। ଏଭଳି ଭିଡ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର କହିଛନ୍ତି। ୧୭ ୧୫

ତେବେ ଏହି ଭିଡିଓ ୧୧୨ଶିଶୁ ସୁରକ୍ଷା ଅଧିନିୟମକୁ ପାଳନ ଅରୁ ନଥିବା ସେ କହିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା କରି କାନୁନଗୋ କହିଛନ୍ତି, ୟୁଟ୍ୟୁବରେ ମା ଏବଂ ପୁଅଙ୍କୁ ନେଇ ଅନେକ ଚ୍ୟାଲେଞ୍ଜ ଭିଡିଓ ଅପରାଧରୁ ସୁରକ୍ଷା (ପୋକସୋ) ଆଇନକୁ ଉଲ୍ଲଂଘନ କରୁଛି। ”

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: YouTube