ଜିରୋ ନାଇଟ୍‌ ସେଲିବ୍ରେଶନ୍‌ ମନା

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆସୁଛି ନୂଆବର୍ଷ। ହେଲେ ରାଜ୍ୟରେ ଜିରୋ ନାଇଟ୍‌ ସେଲିବ୍ରେଶନ ମନା। ବର୍ତ୍ତମାନର କରୋନା ଗାଇଡ୍‌ଲାଇନ୍‌ ଅନୁସାରେ ୩୧ ରାତିରେ ଉତ୍ସବ ପାଳନକୁ ମନା କରାଯାଇଛି। ନୂଆବର୍ଷ ପାଳନ ନେଇ କୌଣସି ଉତ୍ସବ ଆୟୋଜନ କରାଯିବ ନାହିଁ ବୋଲି ମଙ୍ଗଳବାର ଖବରଦାତା ସମ୍ମିଳନୀରେ ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି।

Share