Posted inଖେଳ

ଭେଟେରାନ କ୍ରିକେଟର ହିଥ୍‌ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ଗୁଜବ

ହରାରେ,୨୩।୮: ଜିମ୍ବାଓ୍ବେ ଦଳର ଭେଟେରାନ ଅଲରାଉଣ୍ଡର ହିଥ୍‌ ଷ୍ଟ୍ରିକ୍‌ ଜୀବିତ ଅଛନ୍ତି। ତାଙ୍କର ପରଲୋକକୁ ନେଇ ବୁଧବାର ସୋସିଆଲ ମିଡିଆରେ ମିଥ୍ୟା ଖବର ଭାଇରାଲ ହୋଇଥିଲା। ଏହି ୪୯ ବର୍ଷୀୟ କ୍ରିକେଟରଙ୍କ କ୍ୟାନ୍‌ସରରେ ପୀଡ଼ିତ ହେବା ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଇଥିଲା।

ତେବେ ଷ୍ଟ୍ରିକଙ୍କ ନିଧନକୁ ନେଇ ଖବର ଭାଇରାଲ ହେବା ପରେ ଜିମ୍ବାଓ୍ବେ ଟିମ୍‌ର ହେନେରୀ ଓଲୋଙ୍ଗା ହିଥ୍‌ ଷ୍ଟ୍ରିକଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ। ଏହି ଟୁଇଟ୍‌ ପରେ ଅନେକ କ୍ରିକେଟର ଷ୍ଟ୍ରିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ। ମାତ୍ର ସତ୍ୟାସତ୍ୟ ଜାଣିବା ପରେ ସେ ଉକ୍ତ ଟୁଇଟ୍‌କୁ ଡିଲିଟ୍‌ କରିଦେଇଛନ୍ତି।

Heath streak

ଓଲୋଙ୍ଗା ନିଜେ ଷ୍ଟ୍ରିକଙ୍କ ସହ କଥା ହେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ଉଭୟଙ୍କ କଥୋପକଥନର ଏକ ସ୍କ୍ରିନ୍‌ଶଟ୍‌ ଟୁଇଟରରେ ଶେୟାର କରି ଲେଖିଛନ୍ତି, ଷ୍ଟ୍ରିକଙ୍କ ପରଲୋକ ଖବର ଗୁଜବ। ମୁଁ ଏବେ ତାଙ୍କ ସହ କଥା ହୋଇଛି। ଥର୍ଡ ଅମ୍ପାୟାର ତାଙ୍କୁ ପୁନର୍ବାର ପାଖକୁ ଡାକିଛନ୍ତି। ସେ ବହୁତ ହୃଦୟବାନ ମଣିଷ ବନ୍ଧୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Champions Trophy: ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ଖୁସି ଖବର

କରାଚୀ,୧୬ା୨: ପାକିସ୍ତାନ ଫାଷ୍ଟ ବୋଲର ହାରିସ ରୌଫ ଆଘାତଜନିତ ସମସ୍ୟାରୁ ମୁକ୍ତି ପାଇଛନ୍ତି। ତେଣୁ ସେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷ ଓପନିଂ ମ୍ୟାଚ୍‌ରେ...

IPL 2025 full Schedule: ପ୍ରଥମ ମ୍ୟାଚ୍‌ରେ କୋଲକାତାକୁ ଭେଟିବ RCB

ମୁମ୍ବାଇ,୧୬।୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ସିଜିନର ସମ୍ପୂର୍ଣ୍ଣ ସୂଚୀ ରବିବାର ପ୍ରକାଶ ପାଇଛି। ପ୍ରଥମ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଏବଂ...

ଚାମ୍ପିଅନ୍ସ Trophy ପୂର୍ବରୁ ଟ୍ରାଭିସ୍‌ ହେଡ-ରବାଡ଼ା ସମେତ ଅନେକ ଖେଳାଳିଙ୍କୁ ବଡ଼ ଝଟ୍‌କା, ହଠାତ ଦଳରୁ ପଡ଼ିଲେ ବାଦ୍‌

ନୂଆଦିଲ୍ଲୀ,୧୬।୨: ବର୍ତ୍ତମାନ ସମୟରେ କ୍ରିକେଟ ଜଗତରେ କେବଳ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଚର୍ଚ୍ଚା ହେଉଛି। ସାରା ବିଶ୍ୱର କ୍ରିକେଟ ପ୍ରେମୀ ଏହାକୁ ଉତ୍ସାହର...

ଦୁବାଇରେ ଟିମ୍‌ ଇଣ୍ଡିଆ ପହଞ୍ଚୁ ପହଞ୍ଚୁ ବଡ଼ ଘୋଷଣା କଲା ICC, ପ୍ରଶଂସକଙ୍କ ଚିନ୍ତା…

ନୂଆଦିଲ୍ଲୀ,୧୬।୨: ପାକିସ୍ତାନରେ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆ ତାର ସମସ୍ତ ମ୍ୟାଚ...

Champions Trophyକୁ ନେଇ ଦୁବାଇରେ ଟ୍ୟାକ୍ସି ଡ୍ରାଇଭରଙ୍କ ଦାବିକୁ ନେଇ ହଇଚଇ, ସତ ହୋଇଗଲେ ଫସିଯିବ ଟିମ୍‌ ଇଣ୍ଡିଆ!

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବା ଲାଗି ଦୁବାଇରେ ପହଞ୍ଚିଛି। ଦଳ ଫେବୃଆରୀ ୨୦ ରୁ ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ...

ଦୁବାଇ ପହଞ୍ଚିବା ପରେ ପୁରୁଣା ଭୁଲ୍‌ ଦୋହରାଇଲେ ରୋହିତ ଶର୍ମା? ବିମାନବନ୍ଦରରେ ଅପେକ୍ଷା କଲେ…

ନୂଆଦିଲ୍ଲୀ,୧୫।୨: ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍‌ ଇଣ୍ଡିଆ ଦୁବାଇ ପହଞ୍ଚି ସାରିଛି। ଏହି ଟୁର୍ନାମେଣ୍ଟ ପାଇଁ ମନୋନୀତ ଖେଳାଳିମାନେ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍‌ଙ୍କ ସହିତ...

Champions Trophyରେ ବୁମ୍‌ରା ନ ଖେଳିବା ପଛରେ ଅସଲ କାରଣ ଆଘାତ ନୁହେଁ, ରୋହିତଙ୍କୁ ନେଇ BCCI ମଧ୍ୟ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୨: ଜସପ୍ରିତ ବୁମ୍‌ରା ଟିମ ଇଣ୍ଡିଆର ଜଣେ ସର୍ବଶ୍ରେଷ୍ଠ ବୋଲର। ତାଙ୍କ ପାଖରେ ଯେକୌଣସି ମ୍ୟାଚ୍‌ର ବାଜି ପଲଟାଇବା ତଥା ଟୁର୍ନାମେଣ୍ଟ ଜିତିବାର କ୍ଷମତା ରହିଛି।...

Champions Trophy 2025: ଦୁବାଇ ଅଭିମୁଖେ ଟିମ୍‌ ଇଣ୍ଡିଆ, ସାଥିରେ ଗଲେନି ପରିବାର

ମୁମ୍ବାଇ,୧୫।୨: ଭାରତୀୟ କ୍ରିକେଟ ଦଳ ଶନିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଦୁବାଇ ଗସ୍ତ କରିଛି। ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image