Posted inଖେଳ

ଭାରତ ବିପକ୍ଷ ସିରିଜ୍‌ ପାଇଁ ଜିମ୍ବାଓ୍ବେ ଦଳ ଘୋଷଣା

ନୂଆଦିଲ୍ଲୀ,୨।୭: ଭାରତ ବିପକ୍ଷ ସିରିଜ୍‌ ପାଇଁ ଜିମ୍ବାଓ୍ବେ ଦଳ ଘୋଷଣା ହୋଇଛି। ଏହି ଦଳରେ ଅନେକ ଅଭିଜ୍ଞ ଖେଳାଳି ସାମିଲ ହୋଇଛନ୍ତି। ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ। ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଆନ୍ତର୍ଜାତୀୟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ୬ ଜୁଲାଇରେ ଖେଳାଯିବ। ଦ୍ୱିତୀୟ ଟି-୨୦ ମ୍ୟାଚ ୭ ଜୁଲାଇରେ, ତୃତୀୟଟି ୧୦ ଜୁଲାଇରେ ଚତୁର୍ଥ, ୧୩ ଜୁଲାଇରେ ଚତୁର୍ଥ ଏବଂ ୧୪ ଜୁଲାଇରେ ଖେଳାଯିବ। ଏହି ସମସ୍ତ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୪.୩୦ରେ ଆରମ୍ଭ ହେବ ଏବଂ ଜିମ୍ବାୱେର ରାଜଧାନୀ ହରାରେର ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ।
ଭାରତ ବିପକ୍ଷରେ ଟି-୨୦ ସିରିଜ ପାଇଁ ଜିମ୍ବାୱେ ଦଳ
ରାଜା ସିକନ୍ଦର (ଅଧିନାୟକ), ଆକ୍ରାମ ଫାରାଜ, ବେନେଟ ବ୍ରାଇନ, କ୍ୟାମ୍ପବେଲ ଜୋନାଥନ, ଚାଟାରା ତେଣ୍ଡାଇ, ଜୋଙ୍ଗୱେ ଲୁକ, କାୟା ଇନୋସେଣ୍ଟ, ମାଡେଣ୍ଡେ କ୍ଲିଭ, ମାଧୁରେ ୱେସଲି, ମାରୁମାନି ତାଡିଭାନାସେ, ମାସାକଡା ୱେଲିଙ୍ଗଟନ, ମାଭୁଟା ବ୍ରେଣ୍ଡନ, ମୁଜାରାବାନୀ ଆଶୀର୍ବାଦ, ମାୟର୍ସ ଡାୟାନ, ନାକଭି ଅନ୍ତୁମ, ନାଗର ରିଚାର୍ଡ, ଶୁମ୍ବା ମିଲଟନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କୁ ପରଷା ଯିବ ପସନ୍ଦର ଖାଦ୍ୟ, ମେନ୍ୟୁରେ ରହିଛି ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ,୪।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଜିତିବା ପରେ ଗୁରୁବାର ଭାରତ ଫେରିଛି। ଏଠାରୁ ରୋହିତ ବ୍ରିଗେଡ ଆଇଟିସି ମୌର୍ଯ୍ୟ (ITC Maurya) ହୋଟେଲରେ ପହଞ୍ଚିଥିଲେ।...

ରାସ୍ତା ମଝିରେ ଭାଙ୍ଗଡା ଡ୍ୟାନ୍ସ କଲେ ସୂର୍ଯ୍ୟକୁମାର, ଆଶ୍ଚର୍ଯ୍ୟ ହୋଇଗଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୪।୭: ଆଜି ସାରା ଭାରତ ଉତ୍ସବମୁଖର। କାରଣ ଟି୨୦ ବିଶ୍ୱକପ ଧରି ଭାରତ ପହଞ୍ଚିଛି ଟିମ୍‌ ଇଣ୍ଡିଆ। ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ସେଲିବ୍ରେଶନ ହେବାକୁ ଯାଉଛି।...

ଆଜି ଭାରତୀୟ ଦଳର ବିଜୟ ପରେଡ; ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ, ଓ୍ବାଙ୍ଖଡେରେ ସମ୍ବର୍ଦ୍ଧନା

ମୁମ୍ବାଇ,୪ା୭: ଟି୨୦ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ଶେଷରେ ବାର୍ବାଡୋସ୍‌ ଛାଡିଛି। ବାତ୍ୟା ହରିକେନ୍‌ କାରଣରୁ ଭାରତୀୟ ଦଳ ହୋଟେଲରେ ଅଟକି ରହିଥିଲା। ବୁଧବାର ଏୟାର...

ବିଶ୍ୱକପ ଟ୍ରଫି ସହ ଭାରତ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୪।୭: ଭାରତରେ ପହଞ୍ଚିଲା ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ। ଟି ୨୦ ବିଶ୍ୱକପ ଟ୍ରଫି ସହ ଟିମ୍‌ ଇଣ୍ଡିଆ ବାର୍ବାଡୋସରୁ ଭାରତ ଫେରିଛି। ଏନେଇ ବିସିସିଆଇ...

ଭିଏତନାମରେ ତ୍ରିରାଷ୍ଟ୍ରୀୟ ଖେଳିବ ଭାରତ

ନୂଆଦିଲ୍ଲୀ, ୩।୭: ଭାରତୀୟ ଫୁଟବଲ ଦଳ ଭିଏତନାମ ଯାଇ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଏଥିରେ ତୃତୀୟ ଦଳଭାବେ ଲେବାନନ ଅଂଶଗ୍ରହଣ କରିବ। ଫିଫା ଓ୍ବିଣ୍ଡୋକୁ...

ବିଶ୍ୱଚାମ୍ପିୟନ୍‌ ଖେଳାଳିଙ୍କୁ କରାଯିବ ଜୋରଦାର ସ୍ବାଗତ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ଲାଇଭ୍‌ ଶୋ’

ନୂଆଦିଲ୍ଲୀ,୩।୭: ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟାଇଟଲ ଜିତିଛି। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ୧୭ ବର୍ଷ ପରେ ଟିମ ଇଣ୍ଡିଆ ଟାଇଟଲ ହାସଲ...

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏହି ତାରିଖରେ ଖେଳାଯାଇପାରେ ମ୍ୟାଚ୍‌

ନୂଆଦିଲ୍ଲୀ,୩।୭: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ମାର୍ଚ୍ଚ ୧ରେ ଖେଳାଯିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା...

ମୋଦିଙ୍କୁ ଭେଟିବେ ଟିମ୍‌ ଇଣ୍ଡିଆର ଖେଳାଳି: ବିଶ୍ୱଚାମ୍ପିୟନ୍‌ ଟିମ୍‌ର ଏମିତି ହେବ ଗ୍ରାଣ୍ଡ୍‌ ଓ୍ବେଲ୍‌କମ୍‌

ବାର୍ବାଡୋସ୍‌,୩।୭: ଟି-୨୦ ବିଶ୍ୱକପ୍‌ ଟାଇଟଲ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ଟିମ ଇଣ୍ଡିଆ ନେବା ପାଇଁ ବିସିସିଆଇ ଏକ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri