ନୂଆଦିଲ୍ଲୀ,୧୦।୭: ଅନୁଚ୍ଛେଦ ୩୭୦ର ବୈଧତାକୁ ନେଇ ଚ୍ୟାଲେଞ୍ଜ୍ କରାଯାଥିବା ଏକ ଜନସ୍ବାର୍ଥ ମାମଲାକୁ ସୁପ୍ରିମ୍କୋର୍ଟ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି। ଏହି ଅନୁଚ୍ଛେଦ ଅନ୍ତର୍ଗତ ଜମ୍ମୁ-କଶ୍ମୀରକୁ ବିଶେଷ ଅଧିକାର ଦିଆଯାଇଛି। ଖୁବ୍ ଶୀଘ୍ର ଏହା ଉପରେ ଶୁଣାଣି ଆରମ୍ଭ କରାଯିବ ବୋଲି କୁହାଯାଉଛି।
Posted inଜାତୀୟ