ଆମେରିକାରେ ସାଇବର ଆକ୍ରମଣ ଆଶଙ୍କା: ଜରୁରୀ କାଳୀନ ପରିସ୍ଥିତି ଜାରି କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୬।୫: ଆମେରିକାରରେ ସାଇବର ଆକ୍ରମଣ ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜରୁରୀ କାଳୀନ ପରିସ୍ଥିତି ଜାରି କରିଛନ୍ତି। ଆମେରିକା ଯୋଗାଯୋଗ ବ୍ୟବସ୍ଥାକୁ ହ୍ୟାକ୍‌ କରାଯିବାର ଉଦ୍ୟମ ହେଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଚାଇନା ଏଭଳି କାର୍ଯ୍ୟରେ ଲିପ୍ତ ଥିବା କୁହାଯାଉଛି। ଚାଇନାର ବୃହତ୍‌ ଟେଲିକମ୍‌ କମ୍ପାନି ହୁଆବେଇ ଏହା ପଛରେ ଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଏହି କମ୍ପାନୀକୁ ଚାଇନା ଆର୍ମି ଏବଂ ସୁରକ୍ଷା ଏଜେନ୍ସି ପରିଚାଳନା କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଘୋଷଣା କଲେ ପୁଟିନ୍‌, ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌କୁ…

ମସ୍କୋ,୧୯।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୧,୧୫୦ ଦିନ ବିତିଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶନିବାର ଇଷ୍ଟର ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଅସ୍ତ୍ରବିରତି ଶନିବାର ସନ୍ଧ୍ୟାରୁ ଆରମ୍ଭ...

Gold Rate: ଏହି ସହରରେ ମିଳୁଛି ୬୦ହଜାର ଟଙ୍କାରେ ୨୪କ୍ୟାରେଟ ସୁନା, GST ସାଙ୍ଗକୁ ମେକିଂ ଚାର୍ଜ…

ସୁନା ଏକ ମୂଲ୍ୟବାନ ଧାତୁ। କିନ୍ତୁ ସୁନାର ମୂଲ୍ୟ ସବୁ ଦେଶରେ ସମାନ ନଥାଏ । ଏହାର ମୂଲ୍ୟ ଆମଦାନୀ ଶୁଳ୍କ, ଟିକସ, ଶ୍ରମ ଖର୍ଚ୍ଚ,...

ରୁଷିଆ-ୟୁକ୍ରେନ୍‌ ଶାନ୍ତି ଚୁକ୍ତି ନେଇ ସ୍ପଷ୍ଟ ସଙ୍କେତ ନ ମିଳିଲେ ମଧ୍ୟସ୍ଥତାରୁ ଓହରିଯିବ ଆମେରିକା

ପ୍ୟାରିସ୍‌,୧୯ା୪:ପ୍ୟାରିସ୍‌ରେ ୟୁରୋପୀୟ ଏବଂ ୟୁକ୍ରେନୀୟ ନେତାଙ୍କ ସହ ବୈଠକ ପରେ ରୁବିଓ କହିଛନ୍ତି, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଶେଷ ପାଇଁ ଆମେରିକା ଆଉ ଅନେକ ସପ୍ତାହ ଓ...

ଚାଇନାକୁ ପାନେ ଦେବାକୁ ଟ୍ରମ୍ପଙ୍କ ନୂଆ ଚାଲ୍‌: ୩ ବର୍ଷ ପାଇଁ…

ଓ୍ବାଶିଂଟନ୍‌,୧୯।୪:ଆମେରିକାର ଟ୍ରମ୍ପ ପ୍ରଶାସନ ଚାଇନା ଜାହାଜ ଉପରେ ନୂତନ ବନ୍ଦର ଟିକସ (Port Fees) ଲାଗୁ କରିବାର ଘୋଷଣା କରିଛି। ଏହା ପୁଣି ଥରେ ଆମେରିକା...

ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ପିଟିପିଟି ହତ୍ୟା

ଢାକା,୧୯।୪:ବାଂଲାଦେଶର ଦିନାଜପୁର ଜିଲାରେ ହିନ୍ଦୁ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତାଙ୍କୁ ତାଙ୍କ ଘରୁ ଅପହରଣ କରିନିଆଯାଇ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜିଲାର ବାସୁଦେବପୁର...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୟୁରୋପର ୪୪ ଦେଶରେ ମୁସଲମାନ ଶାସନ!

ନୂଆଦିଲ୍ଲୀ,୧୮।୪: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୪୩ ସୁଦ୍ଧା ମୁସଲିମ ସମ୍ପ୍ରଦାୟ ୟୁରୋପରେ ମହାନ ରାଜନୈତିକ ଶକ୍ତି ହାସଲ କରିବେ। ୨୦୨୫ରୁ ୟୁରୋପରେ ଏକ ବଡ଼...

Pakistani Dating App: ପାକିସ୍ତାନରେ ଚହଳ ପକାଇଛି ଏହି ଡେଟିଂ ଆପ୍‌, ଅନଲାଇନରେ ପ୍ରେମ ଖୋଜୁଛନ୍ତି ଯୁବପିଢି

ଇସଲାମବାଦ,୧୮।୪: ଏବେ ଅନେକ ଯବୁପିଢି ଡେଟିଂ ଆପ୍‌ ବ୍ୟବହାର କରୁଛନ୍ତି। ଏହି ଡେଟିଂ ଆପ୍‌ରେ ସେମାନେ ନିଜ ଜୀବନସାଥୀ ମଧ୍ୟ ପାଇ ପାରୁଛନ୍ତି। ତେବେ ଭାରତରେ...

Russia Ukraine War: ରୁଷିଆ-ୟୁକ୍ରେନକୁ ଅଲଟିମେଟମ ଦେଲେ ଟ୍ରମ୍ପ, କିଛି ସପ୍ତାହ ମଧ୍ୟରେ ଚୁକ୍ତି ନ ହେଲେ…

ଓ୍ବାଶିଂଟନ,୧୮।୪: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ, ଟ୍ରମ୍ପଙ୍କ ନିଷ୍ପତ୍ତି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧବିରତି ସୃଷ୍ଟି କରିବ ବୋଲି ମନେ ହେଉଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image