ଆଳି, ୨୩।୫ (ଡି.ଏନ୍.ଏ.)- ଆଳି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରତାପ ଦେବ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମାଙ୍କଠାରୁ ୫,୯୭୬ ବ୍ୟବଧାନରେ ଆଗରେ ଅଛନ୍ତି। ପ୍ରତାପ ୧୦,୪୫୦ ଭୋଟ ପାଇଥିବା ବେଳେ ଦେବେନ୍ଦ୍ର ଶର୍ମା ୪୪୭୪ ଖଣ୍ଡ ଭୋଟ ପାଇଛନ୍ତି।