Posted inଜାତୀୟ

ଉତ୍ତରାଖଣ୍ଡରେ ବର୍ଷକ ପାଇଁ ବନ୍ଦ ହେଲା ପାନ ମସଲା, ଗୁଟଖା

ଡେରାଡୁନ,୧୯।୧୦: ଉତ୍ତରାଖଣ୍ଡ ସରକାର ବର୍ଷକ ପାଇଁ ପାନ ମସଲା ପ୍ରସ୍ତୁତି, ବିକ୍ରି ଓ ଗଚ୍ଛିତ ରଖିବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଫୁଡ ସେଫ୍ଟି କମିଶନର ନିତେଶ କୁମାର ଝା ଏ ନେଇ ଶୁକ୍ରବାର ସୂଚନା ଦେବା ସହ ଏହା କାର୍ଯ୍ୟକାରୀ ମଧ୍ୟ କରାଯାଇଛି। ଏହାଦ୍ୱାରା ଅଧିକାଂଶ ବ୍ୟକ୍ତି ନାନା ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହାକୁ ବର୍ଷକ ପାଇଁ ବନ୍ଦ କରାଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ନୂଆ କାର୍‌ କିଣିଲେ କୋହଲି: ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୧୩।୧୧: ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ବିରାଟ କୋହଲି ଅଭ୍ୟାସ ଆରମ୍ଭ କରିଛନ୍ତି। ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ପାଞ୍ଚ ମ୍ୟାଚ...

ପ୍ରତି ମାସରେ ମହିଳାଙ୍କ ଖାତାକୁ ଆସିବ ୧୫୦୦ ଟଙ୍କା, ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୩।୧୧: ଆନ୍ଧ୍ରପ୍ରଦେଶର ମିଳିତ ସରକାର ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଘୋଷଣା କରିଛନ୍ତି। କୁହାଯାଉଛି , ରାଜ୍ୟରେ ଆଉ ଗୋଟିଏ ଯୋଜନା କାର୍ଯ୍ୟକାରୀ ହେବାକୁ...

ଝାଡଖଣ୍ଡରେ ଏନଡିଏର ଖେଳ ବିଗାଡିବେ ନୀତିଶ! ପଲଟିବ ବାଜି

ରାଞ୍ଚି,୧୩।୧୧: ଝାଡ଼ଖଣ୍ଡରେ ୪୩ ଆସନ ପାଇଁ ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ। ମଇଦାନରେ ୭୩ ମହିଳାଙ୍କ ସମେତ ମୋଟ ୬୮୩ ପ୍ରାର୍ଥୀ ଅଛନ୍ତି। ତେବେ ଆଜି...

ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟ ଦେଲେ ବଡ଼ ଟିପ୍ପଣୀ, କହିଲେ…

ନୂଆଦିଲ୍ଲୀ,୧୩।୧୨: ସୁପ୍ରିମକୋର୍ଟ ବୁଧବାର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଶୁଣାଣି ସମୟରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସରକାରୀ କ୍ଷମତାର ଅପବ୍ୟବହାର କରାଯିବା ଉଚିତ୍‌ ନୁହେଁ ବୋଲି...

ଅଭିନେତ୍ରୀଙ୍କୁ ହତ୍ୟା ଧମକ: ୨ ଦିନରେ ୫୦ ଲକ୍ଷ ଟଙ୍କା ନ ଦେଲେ ଉଡାଇଦେବୁ

ନୂଆଦିଲ୍ଲୀ,୧୩।୧୧: ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କୁ ହତ୍ୟା ଧମକ ଦିଆଯାଇଛି। ଅଜଣା ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ କଲ୍‌...

ଓ୍ବାୟନାଡ୍‌ ଲୋକ ସଭା, ୩୧ ବିଧାନସଭା ଆସନରେ ଚାଲିଛି ଭୋଟଗ୍ରହଣ

ନୂଆଦିଲ୍ଲୀ,୧୩ା୧୧:କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନ ସମେତ ୧୦ ରାଜ୍ୟର ୩୧ ବିଧାନସଭା ଆସନରେ ବୁଧବାର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଓ୍ବାୟନାଡ୍‌ ଆସନରେ...

ଭାରତ, ପାକ୍‌ ଆକାଶରେ ବିଷାକ୍ତ କୁହୁଡ଼ି

ନୂଆଦିଲ୍ଲୀ,୧୩ା୧୧: ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରକୁ ଖସିଚାଲିଥିବାବେଳେ ବିଷାକ୍ତ ଧୂମକୁହୁଡ଼ିର ଘନ ଆସ୍ତରଣ ଭାରତ ଏବଂ ପାକିସ୍ତାନର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଘୋଡ଼ାଇ ରଖିଛି। ଆମେରିକାର ମହାକାଶ...

ମାମଲାର ଜରୁରୀ ଶୁଣାଣି ପାଇଁ ମୌଖିକ ଉପସ୍ଥାପନାକୁ ସିଜେଆଇଙ୍କ ନା

ନୂଆଦିଲ୍ଲୀ,୧୩ା୧୧: କୌଣସି ମାମଲାର ଜରୁରୀ ଶୁଣାଣି କିମ୍ବା ତାଲିକାଭୁକ୍ତ କରିବା ପାଇଁ ମୌଖିକ ଉପସ୍ଥାପନାକୁ ଅନୁମତି ଦିଆଯିବ ନାହିଁ ବୋଲି ଭାରତର ପ୍ରଧାନ ବିଚାରପତି (ସିଜେଆଇ)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri