ଉଦୟଗିରି ପାଦଦେଶରେ ୯୪ତମ ଐତିହ୍ୟ ପଦଯାତ୍ରା ବିଦେଶୀ ପର୍ଯ୍ୟଟକଙ୍କ ମନଜିଣିଲା ଗୁମ୍ଫା କାହାଣୀ

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ)
ଐତିହ୍ୟ କ୍ଷେତ୍ରରେ ପଦଯାତ୍ରା ସହ କାହାଣୀର ଫ୍ୟୁଜନ୍‌। ଐତିହ୍ୟ କିର୍ତ୍ତିରାଜିର ସଂରକ୍ଷଣ ସହ ତାର ପୁରୁଣା ଇତିହାସକୁ ଲୋକଲୋଚନକୁ ଆଣିବାର ଏହି ପ୍ରୟାସ ବହୁତ ଭଲ ବୋଲି ଖଣ୍ଡଗିରି ଉଦୟଗିରି ପାଦଦେଶରେ ୯୪ତମ ଐତିହ୍ୟ ପଦଯାତ୍ରାରେ ଯୋଗ ଦେଇଥିବା ପର୍ଯ୍ୟଟକମାନେ ପ୍ରକାଶ କରିଛନ୍ତି। ଶନିବାର ସକାଳେ ଆୟୋଜିତ ଏହି ପଦଯାତ୍ରାରେ କିଛି ଆଗ୍ରହୀ ବିଦେଶୀ ଯାତ୍ରୀ, ଐତିହ୍ୟ ଆଗ୍ରହୀ, ଫୋଟୋଗ୍ରାଫର, ଏଚ୍‌ଆର ପ୍ରଫେଶନାଲ, ପରିବେଶବିତ୍‌, ଶିକ୍ଷକ ଓ ଶିକ୍ଷାର୍ଥୀଙ୍କର ଏକ ଗ୍ରୁପ୍‌ ଯୋଗଦେଇଥିଲେ। ଏହି ଅବସରରେ ସେମାନେ ଖଣ୍ଡଗିରି ଉଦୟଗିରି ପାହାଡ଼ରେ ଥିବା ବିଭିନ୍ନ ଗୁମ୍ଫା ବୁଲିବା ସହ ଉକ୍ତ ଗୁମ୍ଫା ସହ ଜଡ଼ିତ ଥିବା କାହାଣୀଗୁଡ଼ିକ ଶୁଣିବାକୁ ପାଇଥିଲେ। ପ୍ରଥମେ ଖଣ୍ଡଗିରି ପାହାଡ଼ରୁ ପ୍ରଥମେ ସେମାନେ ପଦଯାତ୍ରା ଆରମ୍ଭ କରିଥିବାବେଳେ ଉଦୟଗିରିରେ ଯାତ୍ରା ଶେଷ କରିଥିଲେ। ଉକ୍ତ ପଦଯାତ୍ରାରେ ପାଖାପାଖି ୨୫ଜଣ ପର୍ଯ୍ୟଟକ ଉପସ୍ଥିତ ଥିଲେ। ବିଏମ୍‌ସି, ବିଡିଏ ଓ ସ୍ମାର୍ଟସିଟି ଦ୍ୱାରା ନିଆଯାଇଥିବା ଏହି କାର୍ଯ୍ୟକ୍ରମକୁ ସେମାନେ ପ୍ରଶଂସା କରିବା ସହ ଆଗକୁ ଜାରି ରହିବା ଆବଶ୍ୟକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖୀତ

ଭୁବନେଶ୍ୱର,୯।୩: ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କ ଦେହାନ୍ତରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ କରିଛନ୍ତି।...

ମନ୍ତ୍ରୀଙ୍କ ନିର୍ଦ୍ଦେଶ ବଢ଼ୁଛି ଖରା ଶୀଘ୍ର ସଜାଡ଼….

ଭୁବନେଶ୍ୱର,୩।୯: ରାଜ୍ୟରେ ଅଚଳ ନଳକୂପକୁ ସଚଳ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷ ଶିଶୁର ମୁଣ୍ଡ, କଟର୍‌ରେ କାଟି ଉଦ୍ଧାର କଲେ ଡାକ୍ତର

ବଣାଇଁ,୯।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ପୁତ୍ର ଖେଳୁ ଖେଳୁ ମୁଣ୍ଡରେ ଷ୍ଟିଲ ଗରା...

ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୯।୩: ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୋକ ପ୍ରକାଶ କରିଛନ୍ତି। ଶୋକ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ ଦାସ...

କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା : ଆଜି ଜି. ଉଦୟଗିରିରେ ହେବ ଶେଷ କୃତ୍ୟ

ଦାରିଙ୍ଗବାଡି, ୯।୩ (ଅରୁଣ ସାହୁ ): କର୍ନାଟକର ହାମ୍ପି ନିକଟରେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୁତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ...

ଖରାଦିନେ କିପରି ରହିବେ ସୁସ୍ଥ ଜାଣନ୍ତୁ…

ଋତୁରାଜ ବସନ୍ତରେ ଆଉ ନାହିଁ ସେ ଥଣ୍ଡା ଥଣ୍ଡା ସୁଲୁସୁଲିଆ ମଳୟ ପବନର ସୁନ୍ଦର ଅନୁଭବ, ଏବେ ଝାଞ୍ଜି ପବନରେ ହନ୍ତସନ୍ତ ସଭିଏଁ। ଏବେଠୁ ତାପମାତ୍ରା...

ରାସ୍ତାରେ ବସି ଗୀତ ଗାଇଲେ ପିସିସି ସଭାପତି ଭକ୍ତ

ଭୁବନେଶ୍ୱର, ୯ା୩(ସୁନିତ୍‌ ମିଶ୍ର): ରାଜ୍ୟରେ ମହିଳାଙ୍କ ବିରୋଧରେ ଅତ୍ୟାଚାର ବଢୁଥିବା ଅଭିଯୋଗ ନେଇ ଭାଜପା ସରକାର ବିରୋଧରେ ବିଧାନସଭା ଭିତରେ ଏବଂ ବାହାରେ କଂଗ୍ରେସ ବିକ୍ଷୋଭ...

ଆୟୁଶ୍ରୀ ମଲିକ ‘ମିସ୍‌ ସୁପର ନ୍ୟାଶନାଲ’

ମୁମ୍ବାଇ, ୯ା୩: ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍‌ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍‌ ଫିନାଲେରେ ମଡେଲ ଆୟୁଶ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image