Posted inଜାତୀୟ

ଏଏନ୍‌-୩୨ ବିମାନ ଦୁର୍ଘଟଣା: ମିଳିଲା ଆଇ ୬ ଜଣଙ୍କ ମୃତ ଶରୀର

ଶିଲଂ,୨୦।୬: ଜୁନ୍‌ ୩ରେ ନିଖୋଜ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ରେ ଥିବା ବ୍ୟକ୍ତିଙ୍କ ମଧ୍ୟର ୬ ଜଣଙ୍କ ମୃତ ଶରୀର ମିଳିଥିବା ଜଣାପଡିଛି। ପ୍ରତିରକ୍ଷା ପ୍ରବକ୍ତା ତଥା ଓ୍ବିଙ୍ଗ କମାଣ୍ଡର ରତ୍ନାକର ସିଂ ଗୁରୁବାର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏଏନ୍‌-୩୨ ବିମାନର ବ୍ଲାକ ବକ୍ସ ମିଳିଥିବା ବେଳେ ଏହା କ୍ରାସ୍‌ ହୋଇ ଯାଇଥିବାରୁ ଦୁର୍ଘଟଣାର କାରଣ ଜାଣିବାକୁ ଆହୁରି ଅଧିକ ସମୟ ଲାଗିବ ବୋଲି ସୋମବାର ପ୍ରକାଶ କରିଥିଲା ଭାରତୀୟ ବାୟୁସେନା। ଏଥିରେ ୧୩ ଜଣ ବ୍ୟକ୍ତି ଥିବା ବେଳେ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା ମାଁ ଠାକୁରାଣୀଙ୍କ ଘଣ୍ଟଯାତ୍ର ସମ୍ପନ୍ନ, ଭକ୍ତଙ୍କ ପିଠିରେ ମାଁ ଆସ୍ଥାନକୁ ବିଜେ କଲେ

ଲାଞ୍ଜିଗଡ,୮/୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମଙ୍ଗଳବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି I ଲାଞ୍ଜିଗଡ...

Swiggyରୁ ଅର୍ଡର କଲେ ମିଳିବ ୫୦୦ ଟଙ୍କା ରିହାତି! ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୮।୪: Swiggy Instamart ରେ ଶପିଂ କରିବା ସମୟରେ ଆପଣ ୫୦୦ ଟଙ୍କାର ରିହାତି ପାଇପାରିବେ। ଶପିଂ କରିବା ସମୟରେ ଆପ୍‌ରେ Maxxsaver ବୈଶିଷ୍ଟ୍ୟ ସ୍ବୟଂଚାଳିତ...

ଓ୍ବକଫ୍‌ ବିଲ୍‌କୁ ନେଇ ମୁହଁ ଖୋଲିଲେ ମୋଦି, କହିଦେଲେ ଭିତିରି କଥା!

ନୂଆଦିଲ୍ଲୀ,୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ବକଫ ବୋର୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ନେଇ ସେ କହିଛନ୍ତି ଓ୍ବକଫ...

ଗୋଟିଏ ଡାଲାରେ ଆଳୁ-ପିଆଜକୁ ଏକାଠି ରଖୁଛନ୍ତି କି? ହୋଇପାରେ ଅଶୁଭ!

ଆପଣ ନିଜ ରୋଷେଇ ଘରେ ଆଳୁ ଓ ପିଆଜକୁ ଏକାଠି ଗୋଟିଏ ଝୁଡ଼ିରେ ରଖୁଛନ୍ତି କି? ଯଦି ହଁ, ତେବେ ଏହା ଏକ ବଡ଼ ଭୁଲ...

ଭୟଙ୍କର ଆକଳନ : ମେ-ଜୁନରେ ଅନ୍ଧାର ହୋଇଯିବ ସାରା ଦେଶ! ବହିବ ଭୟଙ୍କର ଲୁ

ନୂଆଦିଲ୍ଲୀ,୮।୪: ଭାରତରେ ଆସନ୍ତା ଗ୍ରୀଷ୍ମ ଋତୁରେ ବିଦ୍ୟୁତ ସଙ୍କଟ ଦେଖାଦେଇପାରେ ବୋଲି ଏକ ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି। ନ୍ୟାଶନାଲ ଲୋଡ ଡିସପାଚ ସେଣ୍ଟର (ଏନଏଲଡିସି)...

ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକଲେ SRH ଷ୍ଟାର, ଭିଡିଓ ନେଇ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ, ୮ା୪: ଅଷ୍ଟ୍ରେଲିଆ ତଥା ସନ୍‌ ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ଷ୍ଟାର ଟ୍ରାଭିସ ହେଡ୍‌ ଜଣେ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ମନାକରୁଥିବା ଏକ ଭିଡିଓ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍‌, ପରବର୍ତ୍ତୀ କିସ୍ତିରେ ଏମାନଙ୍କୁ ମିଳିବନି ଟଙ୍କା!

ଭୁବନେଶ୍ୱର,୮।୪: ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ବଡ଼ ସୂଚନା । ପରବର୍ତ୍ତୀ କିସ୍ତି ଟଙ୍କା ପାଇଁ ହିତାଧିକାରୀମାନେ...

କେବେ ୫୬୦୦୦ ଖସିଯିବ ସୁନାଦର? ଜିଏସଟି ଓ ମେକିଂ ଚାର୍ଜ ମିଶିଲେ ଆସିବ ଏତିକି, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୮।୪: ଭାରତ ସମେତ ସାରା ବିଶ୍ୱରେ ସୁନା ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି ସମୟରେ, ଏକ ଖୁସି ଖବର ମଧ୍ୟ ଆସିଛି ଯେ ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image