Posted inଜାତୀୟ

ଏମ୍‌ପି ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର ବଜେଟ ଅଧିବେଶନର ପ୍ରଥମଦିନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପି ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦିଙ୍କ ପରେ ରାଜନାଥ ସିଂ ଏବଂ ତାଙ୍କ ପରେ ଅମିତ ଶାହ ଏମ୍‌ପି ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ଗୃହମନ୍ତ୍ରୀଙ୍କ ବସ୍ତର ଗସ୍ତ ପୂର୍ବରୁ ଭୟରେ ମାଓବାଦୀ; ଶାନ୍ତି ଆଲୋଚନା ପାଇଁ କଲେ ଅପିଲ୍

ମାଲକାନଗିରି,୨।୪: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କ ସମୁଳ ନାଶ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ପକ୍ଷରୁ ଅଭିଯାନ...

ଦିନେ ଗୁପଚୁପ ବିକ୍ରି କରୁଥିବା Yashasvi Jaiswal ଯେଉଁ ଟିମ ପାଇଁ ହୋଇଥିଲେ ସୁପରଷ୍ଟାର, ଆଜି ଛାଡିବାକୁ ଯାଉଛନ୍ତି ସେହି ଟିମକୁ…

ନୂଆଦିଲ୍ଲୀ,୨।୪: ମୁମ୍ବାଇ ଦଳର ଓପନର ଯଶସ୍ବୀ ଜୟସୱାଲ ମଙ୍ଗଳବାର ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଏକ ମେଲ ଲେଖିଥିଲେ। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଯଶସ୍ବୀ ଜୟସୱାଲ...

୨୪ଘଣ୍ଟାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା, ଆର୍ଲଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨।୪: ପାଣିପାଗକୁ ନେଇ ବଡ଼ ଅପଡେଟ । ଆସୁଛି ବଡ଼ ବର୍ଷା । କେବଳ ସେତିକି ନୁହେଁ ୫ ଦିନ ଯାଏ କୁଆପଥର ବର୍ଷା ହେବା...

ଉପ ମୁଖ୍ୟମନ୍ତ୍ରୀଙ୍କୁ ଉପହାରରେ ମିଳିଲା ନୀଳ ଡ୍ରମ, କହିଲେ ଓଲଟା ଭାବନ୍ତୁ ନାହିଁ ଏହା ବହୁତ କାମରେ ଲାଗିବ

ଲକ୍ଷ୍ନୌ,୨।୪: ମଙ୍ଗଳବାର ରାତିରେ ଡକ୍ଟର ରାମ ମନୋହର ଲୋହିଆ ପାର୍କ ହସରେ ଗୁଞ୍ଜରିତ ହୋଇଥିଲା। ଏଠାରେ ରାଜନୀତିଠାରୁ ଆରମ୍ଭ କରି ସାମାଜିକ ପ୍ରସଙ୍ଗ ପର୍ଯ୍ୟନ୍ତ ପ୍ରତ୍ୟେକ...

ପ୍ରେମିକଙ୍କୁ ଅପହରଣ କରି ବନ୍ଧାହେଲେ ପ୍ରେମିକା, ୧୦ ଲକ୍ଷ ଟଙ୍କାର ବି ରଖିଥିଲେ ମୁଣ୍ଡ ଜାମିନ

ଭୁବନେଶ୍ୱର,୨ା୪: ରାଜଧାନୀ ଭୁବନେଶ୍ୱରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସବୁବେଳେ ଖବର ଆସେ ପ୍ରେମିକାଙ୍କୁ ଅପହରଣ କରିନେଇଛନ୍ତି ପ୍ରେମିକ। ମାତ୍ର ଆଜିର ଘଟଣା ଟିକେ...

ମନି ଲଣ୍ଡରିଂ ମାମଲାରେ EDର ବଡ଼ ଆକ୍ସନ, ୧୫୬ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୨।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED), ୩୧ ମାର୍ଚ୍ଚ, ୨୦୨୫ରେ ମନି ଲଣ୍ଡରିଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଲକ୍ଷ୍ମୀ ପ୍ରିସିସନ ସ୍କ୍ରୁସ ପ୍ରାଇଭେଟ ଲିମିଟେଡର...

Ghibli Style Artରୁ କେମିତି କମାଇବେ ଟଙ୍କା, ଟ୍ରିକ୍‌ ଜାଣି ନିଅନ୍ତୁ ଲାଭରେ ରହିବେ…

ଟ୍ରେଣ୍ଡରେ Ghibli Style Art। ସମସ୍ତେ ଏହି ଟ୍ରେଣ୍ଡ ଫଲୋ କରୁଛନ୍ତି। ସୋସିଆଲ ମିଡିଆରେ ଏହଭିଳି ଅନେକ ଫଟୋ ଘୂରି ବୁଲୁଛି। କିନ୍ତୁ ଆପଣ କ’ଣ...

ବିଗିଡ଼ିଲା ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସା ପାଇଁ ଦିଲ୍ଲୀ ଯିବେ

ପାଟନା,୨।୪: ବିହାରରୁ ଏକ ବଡ଼ ଖବର ଆସୁଛି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ରିପୋର୍ଟ ଅନୁଯାୟୀ, ରକ୍ତରେ ଶର୍କରା ବୃଦ୍ଧି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image