ଓଡ଼ିଶା: ଆଜିର ଫଟୋ


ଲକଡାଉନ ୩.୦ର ଶେଷ ଦିନରେ ରାଜଧାନୀ ଭୁବନେଶ୍ୱରର କିଛି ଦୃଶ୍ୟ

 

ସାବିତ୍ରୀ ବ୍ରତ ଉପଲକ୍ଷେ କଟକ ଛତ୍ରବଜାର ଫଳ ମାର୍କେଟରେ ଏକ ନଡ଼ିଆ ଟ୍ରକ ଖଲାସ କରାଯାଉଛି

 

କଟକର ଯୋବ୍ରା ନିକଟରେ କିଛି ଶ୍ରମିକ ଟାଣ ଖରାରେ ବିଦ୍ୟୁତଖୁଣ୍ଟରେ ବସି ମରାମତି କରୁଛନ୍ତି

 

କଟକ ମାତୃଭବନ ନିକଟରେ ଥିବା ପରିବା ବଜାରରେ ପ୍ରବଳ ଭିଡ଼

 

ଭୁବନେଶ୍ୱର ଜୟଦେବବିହାର ରାସ୍ତାରେ ତାମିଲନାଡ଼ୁରୁ ଆସିଥିବା ପ୍ରବାସୀଙ୍କୁ ଜଣେ କମିଶନରେଟ ପୋଲିସ କର୍ମଚାରୀ ଶୋଷ ମେଣ୍ଟାଇବା ଲାଗି ପିଇବା ପାଣି ଦେଉଛନ୍ତି

 

କଟକ ତଳଦଣ୍ଡା କେନାଲରେ ବତକମାନେ ବିଚରଣ କରୁଛନ୍ତି

 

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଜଣେ ବ୍ୟକ୍ତି ଜାଲ ତିଆରି କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୨ ଡିସେମ୍ବର, ୨୦୨୪ )

ପୁରୀ ବେଳାଭୂମିରେ ଅନୁଷ୍ଠିତ ” Folk Fair 2024″ ରେ ବିଭିର୍ନ ଲୋକ କଳା ପ୍ରଦର୍ଶନ କରାଯାଉଛି     ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଜାତୀୟ...

ଓଡ଼ିଶା: ଆଜିର ଫଟୋ ( ୨୧ ଡିସେମ୍ବର, ୨୦୨୪ )

ରାଜଧାନୀରେ ଲଘୁଚାପ ଜନିତ ବର୍ଷା     ଲଘୁଚାପ ଜନିତ ବର୍ଷା ଯୋଗୁ ପୁରୀ ବଡ଼ଦାଣ୍ଡରେ ନାହିଁ ପର୍ଯ୍ୟଟକଙ୍କ ଭିଡ଼     ଭୁବନେଶ୍ୱର ରବୀନ୍ଦ୍ର...

ଓଡ଼ିଶା: ଆଜିର ଫଟୋ ( ୧୮ ଡିସେମ୍ବର, ୨୦୨୪ )

କଟକ ଖ୍ରୀଷ୍ଟ କଲେଜରେ ଖ୍ରୀଷ୍ଟମାସ କାରୋଲ୍ ପାଳନ     ଭୁବନେଶ୍ୱର ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟ ସ୍ମାରକୀ ଜାତୀୟ ପତାକା ଉଦଘାଟନ

ଓଡ଼ିଶା: ଆଜିର ଫଟୋ ( ୧୭ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର ସତ୍ୟ ନଗର ଚର୍ଚ୍ଚ ନିକଟରେ ଖ୍ରୀଷ୍ଟମାସ ଉପଲକ୍ଷେ ଲୋକମାନେ ବିଭିନ୍ନ ଜିନିଷ କିଣୁଛନ୍ତି     ବଡ ଦିନ ଉପଲକ୍ଷେ କଟକ ସୁତା ହାଟ...

ଓଡ଼ିଶା: ଆଜିର ଫଟୋ ( ୧୫ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ, ଶ୍ରୀ ଡ୍ୟାନ୍ସ ଏକାଡେମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଶ୍ରୀନୃତ୍ୟୋତ୍ସବ’     କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ବିଡବ୍ଲୁଏଫ...

ଓଡ଼ିଶା: ଆଜିର ଫଟୋ ( ୧୪ ଡିସେମ୍ବର, ୨୦୨୪ )

କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ବିଡବ୍ଲୁଏଫ ସୁପର ୧୦୦ ମେଗା ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ କ୍ରୀଡା ପ୍ରତିଯୋଗିତାରେ ଭାରତ ଓ ଜାପାନ ମଧ୍ୟରେ ଅନୁଷ୍ଠିତ...

ଓଡ଼ିଶା: ଆଜିର ଫଟୋ ( ୧୧ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ, ସାଂସ୍କୃତିକ କାର୍ଯ୍ୟକ୍ରମ ତ୍ରିମୁଖୀ         କଟକ ଜବାହାରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ବିଡବ୍ଲୁଏଫ ସୁପର ୧୦୦...

ଓଡ଼ିଶା: ଆଜିର ଫଟୋ ( ୧୦ ଡିସେମ୍ବର, ୨୦୨୪ )

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ରାଜ୍ୟ ପୁସ୍ତକ ମେଳାରେ ଲୋକ ମାନେ ପୁସ୍ତକ କିଣୁଛନ୍ତି       କଟକ ବିଜୁ ଜେ.ଏନ. ଇଣ୍ଡୋର ଷ୍ଟାଡିଅମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri