Posted inVideo

କରୋନାରୁ କିଭଳି ସୁରକ୍ଷିତ ରହିବେ ଗର୍ଭବତୀ ମହିଳା | COVID-19 and pregnancy

Featured Video Play Icon

କୋଭିଡ଼ ୧୯କୁ ନେଇ ସାରା ବିଶ୍ୱରେ ଏବେ ଭୟଙ୍କର ପରିସ୍ଥିତି ଉପୁଜିଛି । ଏଭଳି ଘଡିସନ୍ଧି ମୂହୁର୍ତରେ ଅନ୍ୟ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଡାକ୍ତର ମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ହେଲେ ଏହାରି ଭିତରେ ଗର୍ଭବତୀ ମହିଳାଙ୍କୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇ ଦେଉଛନ୍ତି ଭୁବନେଶ୍ୱରର ଜଗନ୍ନାଥ ହସ୍ପିଟାଲର ଡାକ୍ତର ସଂଘମିତ୍ରା ଶତପଥୀ । ଚାଲନ୍ତୁ ଜାଣିବା କିଭଳି ସେ ଗର୍ଭବତୀ ମହିଳାଙ୍କୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇ ଦେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri