ଖରାଦିନେ କେଉଁ ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ଆସିଥାଏ ଜାଣନ୍ତୁ

ଖରାଦିନରେ ଥକ୍କି ପଡୁଛନ୍ତି କି? ଏଥିରୁ ମୁକ୍ତି ପାଇଁ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଅନ୍ତୁ।  ନଚେତ ନାନା ରୋଗର ଶିକାର ହେବା ସମ୍ଭାବନା ଥାଏ। ଜାଣନ୍ତୁ ଖରାଦିନେ କେଉଁ ଖାଦ୍ୟ ଖାଇଲେ ଶରୀର ପାଇଁ ଲାଭଦାୟକ ହେବା ସହ ଶକ୍ତି ଆସିଥାଏ…

୧. ଏକ ଡାକ୍ତରୀ ତଥ୍ୟରୁ ଜଣାପଡ଼ିଛି, ଖରାଦିନେ ଗଜା ଜାତୀୟ ଖାଦ୍ୟ ଖାଇବା ଶରୀର ପାଇଁ ବହୁ ଉପକାରୀ। ଏଥିସହିତ ପ୍ରତିଦିନ ଟମାଟୋ ଖାଆନ୍ତୁ। ଏଥିରେ ଥିବା ଲାଇକୋପିନ ନାମକ ଆଣ୍ଟିଅକ୍ସିଡାଣ୍ଟ ଅଛି ଯାହା ଶରୀରକୁ ସୁସ୍ଥ ରଖେ। ଏହା ସହ ଟମାଟୋରେ ଥିବା ଭିଟାମିନ ‘କେ’, ଭିଟାମିନ ‘ଡି’ ଏବଂ ଫାଇବର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ।

୨. ସେହିପରି କମଳା, ଲେମ୍ବୁ, ଅଁଳା ପରି ଫଳ ଖରାଦିନେ ଖାଆନ୍ତୁ। ଏଥିରେ ପ୍ରଚୁରମାତ୍ରାରେ ଭିଟାମିନ ‘ସି’ରହିଥାଏ। ତେଣୁ ଏହିସବୁକୁ ଖାଦ୍ୟରେ ସାମିଲ କରିବା ଆବଶ୍ୟକ।

୩. ଖରାଦିନେ ମଧ୍ୟ ରସୁଣ ଖାଆନ୍ତୁ। ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଏଲିସିନ୍‌ ନାମକ ଏକ ତତ୍ତ୍ୱ ରହିଛି, ଯାହା ବ୍ୟାକ୍ଟେରିଆ ସହ ଲଢ଼ିବାର କ୍ଷମତା ଦେଇଥାଏ। ତେଣୁ ଖାଦ୍ୟରେ ପ୍ରତିଦିନ ରସୁଣକୁ ସାମିଲ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ଅଲସର ଓ କ୍ୟାନସର ଭଳି ରୋଗର ଆଶଙ୍କା ଦୂର ହୋଇଥାଏ। ରସୁଣ ଖାଇଲେ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ।

୪. ସେହିପରି ଖରାଦିନେ ବାଦାମ ଖାଇବାକୁ ଆଦୌ ଭୁଲନ୍ତୁ ନାହିଁ। ବାଦାମ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ବାଦାମରେ ଥିବା ଭିଟାମିନ ‘ଇ’ ଶରୀର ପାଇଁ ବହୁ ଉପକାରୀା


Enter your email to get our daily news in your inbox.

All Right Reserved By Dharitri.Com

ପିଲା କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଉପାୟ

କିଏ ଅଧିକ ମୋଟା ତ କିଏ ଆବଶ୍ୟକରୁ ଅଧିକ ପତଳା, ଆଉ ପୁଣି କାହାଠାରେ ଆଖିଠାରୁ ଆରମ୍ଭ କରି ଦେଖାଯାଉଛି ଅନେକ ସ୍ବାସ୍ଥ୍ୟ ସମସ୍ୟା। ଅଧିକାଂଶ...

ବ୍ରେକ୍‌ଫାଷ୍ଟରେ ସାମିଲ କରନ୍ତୁ ଏହି ଖାଦ୍ୟ: ରହିବେ ସୁସ୍ଥ

ଅଧିକାଂଶ ମହିଳା ସକାଳ ଜଳଖିଆ ସ୍କିପ୍‌ କରୁଥିବା ଦେଖିବାକୁ ମିଳେ। ଅପରପକ୍ଷେ କାର୍ଯ୍ୟବ୍ୟସ୍ତତା ହେଉ ଅବା ଅନ୍ୟ କାରଣ ପାଇଁ ଏପରି ବଦଭ୍ୟାସ ଗ୍ୟାସ୍‌, ଏସିଡିଟିଠାରୁ...

Health Tips: ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ଏହି ୯ ପ୍ରକାରର ଜୁସ୍‌, ପ୍ରତିଦିନ ପିଇଲେ ମିଳିବ ଲାଭ

ଉଚ୍ଚ ରକ୍ତଚାପ ଏକ ଗମ୍ଭୀର ସମସ୍ୟା ଯାହା ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ବଢ଼ାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ସାରା ବିଶ୍ୱରେ ୧.୨୮...

ରାଗକୁ ନିୟନ୍ତ୍ରଣରେ ରଖିବ ଏହି ଡିଭାଇସ୍‌

କେତେଜଣ ବ୍ୟକ୍ତି କଥା କଥାକେ ରାଗି ଯାଇଥାଆନ୍ତି। ପ୍ରାୟ ଅନେକ ଛୋଟବଡ଼ କଥାକୁ ନେଇ କ୍ରୋଧ ପ୍ରକାଶ କରିବାର ବହୁ ଉଦାହରଣ ରହିଛି। ତେବେ ଏହାକୁ...

ସ୍ବାସ୍ଥ୍ୟୋପକାରୀ କଳା ଚାଉଳ

କଳା ଧାନର ବୈଜ୍ଞାନିକ ନାମ ‘ଓରାଇଜା ସାଟାଇଭା ଏଲ୍‌’ ଅଟେ। ଏଥିରେ ଆନ୍ଥୋସାୟାନିନ, ଫେନୋଲିକ୍‌ ଏସିଡ୍‌ ଏବଂ ଅନ୍ୟାନ୍ୟ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟର ସମୃଦ୍ଧ ଉପାଦାନ ରହିଛି।...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ କଖାରୁଫୁଲ

କଖାରୁଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ଭରିରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି...

ହାର୍ଟ ଆଟାକ୍‌ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ୫ ଉପାୟ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଅସ୍ବାସ୍ଥ୍ୟକର ଖାଦ୍ୟପେୟ ହାର୍ଟ ଆଟାକ୍‌ ବା ହୃଦରୋଗର ଆଶଙ୍କା ବୃଦ୍ଧି ପାଇଛି। ହାର୍ଟ ଆଟାକ୍‌  ଯାହାକୁ କାର୍ଡିଆକ ଆରେଷ୍ଟ ମଧ୍ୟ...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image