ଚାଇନାରୁ ଆସିଲା ଭଲ ଖବର: ସଫଳତାର ସହ ପରୀକ୍ଷା ହେଲା କରୋନା ଟୀକା!

ବେଜିଂ,୪।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨ଶହ ଦେଶକୁ ବ୍ୟାପି ସାରିଲାଣି। ହେଲେ ଚାଇନା ଏବେ କରୋନା ଭାଇରସ ପାଇଁ ବାହାର କରିଥିବା ଟୀକା ସଫଳତାର ସହ ପରୀକ୍ଷା କରିଥିବା କହିଛି। ମାର୍ଚ୍ଚ ୧୭ ରେ ଏହାକୁ କ୍ଲିନିକାଲୀ ପରୀକ୍ଷା କରାଯାଇଥିବା ବେଳେ ଏବେ ଏହା ଭଲ ଫଳ ଦେଇଛି ବୋଲି କହୁଛି ଚାଇନା। ଏହି ଟିକାକୁ ପ୍ରାୟ ୧୦୮ ଜଣ ସ୍ବେଚ୍ଛାସେବୀଙ୍କ ଉପରେ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୪ ଜଣଙ୍କର କ୍ୱାରାଣ୍ଟାଇନ ସମୟ ସରିଛି ଆଉ ଏମାନେ ସୁସ୍ଥ ଅଛନ୍ତି ବୋଲି କହିଛି ଚାଇନା। ଏବେ ଏମାନଙ୍କୁ ୬ ମାସ ଅନୁଧ୍ୟାନ କରିବା ପରେ ଯଦି ଏହା ସଫଳ ହେଲା ତେବେ ଉକ୍ତ ଟିକାକୁ ବିକଶିତ କରାଯାଇ ପ୍ରୟୋଗ କରାଯାଇ ପାରିବ ବୋଲି ଚାଇନା ମତ ରଖିଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ୍‌ଙ୍କ ଦ୍ୱିତୀୟ ଇନିଂସ୍‌ ଆରମ୍ଭ: ଶପଥ ଗ୍ରହଣ କରି କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୦।୧: ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ନିର୍ବାଚିତ ହେବା ସହ ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଦ୍ୱିତୀୟ...

ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିବ ଏତିକି ଟଙ୍କା ଦରମା

ୱାଶିଂଟନ,୨୦।୧:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି କ୍ଷମତା ଗ୍ରହଣ କରିବାକୁ ଯାଉଛନ୍ତି। ଆମେରିକୀୟ ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି କୁହାଯାଏ, ଯାହାଙ୍କ ପାଖରେ...

ଗୋଟିଏ ପ୍ଲେଟ ଖାଦ୍ୟର ଦାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ, ଟ୍ରମ୍ପଙ୍କ ‘ଡିନର ପଲିଟିକ୍ସ’କୁ ନେଇ ସାରା ବିଶ୍ୱ ଚକିତ

ଓ୍ବାଶିଂଟନ,୨୦।୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦...

ଶପଥ ଗ୍ରହଣ ପୂର୍ବରୁ ଖୁବ ନାଚିଲେ ଟ୍ରମ୍ପ, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୦।୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର (ଜାନୁଆରୀ ୨୦) ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଟ୍ରମ୍ପ ତାଙ୍କର ସ୍ପଷ୍ଟବାଦୀ ଶୈଳୀ ପାଇଁ...

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ

ନୂଆଦିଲ୍ଲୀ,୨୦।୧: ଡୋନାଲ୍ଡ ଟ୍ରମ୍ପ ଆଜି ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତେବେ ତାଙ୍କ ଶପଥ ଗ୍ରହଣ ପୂର୍ବରୁ, ଭାରତରେ ସୁନା ଦର ହ୍ରାସ...

ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା

ଓ୍ବାଶିଂଟନ,୨୦।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି।...

ଗାଜାରେ ଯୁଦ୍ଧବିରତି ଲାଗୁ ହେବା ପରେ ଭାରତକୁ ପ୍ରଶଂସା କଲା ଇସ୍ରାଏଲ

ଜେରୁଜେଲମ,୨୦।୧: ଗାଜାରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରେ, ଇସ୍ରାଏଲୀ ରାଷ୍ଟ୍ରଦୂତ ରୁଭେନ ଆଜାର ରବିବାର ତାଙ୍କ ଦେଶର ଆତ୍ମରକ୍ଷାର ‘ଅଧିକାର’କୁ ସମର୍ଥନ କରିବା ପାଇଁ ନୂଆଦିଲ୍ଲୀକୁ...

୨୦୦ବର୍ଷ ପୁରୁଣା ନେକଲେସ, କାଞ୍ଚିପୂରମ ଶାଢୀ…ଟ୍ରମ୍ପଙ୍କ ସହ ଡିନର୍‌ ପାଇଁ ସଜେଇ ହେଲେ ନୀତା ଅମ୍ବାନୀ

ଓ୍ବାଶିଂଟନ୍‌,୨୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ସାରା ବିଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image