Posted inଜାତୀୟ

ଚାଇନା ଡ୍ରାଗନକୁ ପରାସ୍ତ କରିବା ଲାଗି ଧନୁ ଉଠାଇଲେ ଭଗବାନ ରାମ: ଭାଇରାଲ ହେଉଛି ତାଇଓ୍ବାନ୍‌ ନ୍ୟୁଜ୍‌ର ଫଟୋ

ନୂଆଦିଲ୍ଲୀ,୧୮।୬: ପୂର୍ବ ଲଦାଖ ସୀମା ଗଲଓ୍ବାନ୍‌ ଉପତ୍ୟକାର ପାଟ୍ରୋଲିଂ ପଏଣ୍ଟ-୧୪ରେ ଭାରତୀର ଯବାନ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏହାପରଠାରୁ ସୋସିଆଲ ମିଡିଆରେ ଉଭୟ ଦେଶ ମଧ୍ୟରେ ଏକରକମ ଯୁଦ୍ଧ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ଭାରତର ଭଗବାନ ରାମଚନ୍ଦ୍ର ଚାଇନାର ଡ୍ରାଗନ୍‌କୁ ମାରିବା ପାଇଁ ଧନୁ ଉଠାଇଥିବାର ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ‘ଉଇ କନ୍‌କର, ଉଇ କିଲ’ ଅର୍ଥାତ୍‌ ଆମେ ପରାସ୍ତ କରୁ, ଆମେ ମାରୁ।

ତେବେ ପ୍ରଥମେ ତାଇଓ୍ବାନ୍‌ ନ୍ୟୁଜ୍‌ ପକ୍ଷରୁ ଏକ ଆର୍ଟିକଲ୍‌ ପ୍ରକାଶ ପାଇଥିଲା, ଯେଉଁଥିରେ ଏହି ଫଟୋକୁ ଲଗାଯାଇଥିଲା। ହଂକଂର ଏକ ସୋସିଆଲ ମିଡିଆ ସାଇଟ୍‌ ହୋସାଇଲେଇ ପକ୍ଷରୁ ପ୍ରଥମେ ଏହି ଫଟୋକୁ ଟୁଇଟ୍‌ କରାଯାଇଥିଲା। ଏହାପରେ ଫଟୋଟି ଭାଇରାଲ ହୋଇଛି। କିଛି ଲୋକ ତାଇଓ୍ବାନ୍‌ ଖବରକୁ ଧନ୍ୟବାଦ ଦେୁଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୌଣସି ବାହାର ଦେଶ ଗସ୍ତ କରି ନାହାଁନ୍ତି ପରିବାର, କେମିତି HMPV ସଂକ୍ରମିତ ହେଲେ ୮ ମାସର ଶିଶୁ? ବିଶେଷଜ୍ଞ କହିଲେ…

ନୂଆଦିଲ୍ଲୀ,୬।୧: କର୍ନାଟକରେ ୩ମାସ ଓ ୮ ମାସ ବୟସର ଦୁଇ ଶିଶୁ ହ୍ୟୁମାନ ମେଟାପ୍ନୁମୋଭାଇରସ (HMPV)ର ସଂକ୍ରମଣ ଥିବା ଦେଖିବାକୁ ମିଳିଛି। ଏହି ଜୀବାଣୁ ଚାଇନାରେ...

ବଢିଲାଣି HMPV ସଂକ୍ରମଣ! ଭୟଭୀତ ହୋଇପଡୁଛନ୍ତି ଜନତା, କର୍ନାଟକ ପରେ ଏବେ ଗୁଜରାଟ

ନୂଆଦିଲ୍ଲୀ,୬।୧: ଚାଇନାରେ ବ୍ୟାପିଥିବା ମାନବ ମେଟାପ୍ନୁମୋଭାଇରସ (HMPV) ସଂକ୍ରମଣ ଏବେ ଭାରତରେ ପହଞ୍ଚିଛି। ସୂଚନା ଦେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି...

ପ୍ରଶାନ୍ତ କିଶୋରଙ୍କୁ ପାଟନା ସିଭଲ କୋର୍ଟରୁ ମିଳିଲା ଜାମିନ

ପାଟନା,୬।୧: ବିହାରରେ ବିପିଏସସି ପରୀକ୍ଷାରେ ଅନିୟମିତତା ବିରୋଧରେ ବିରୋଧ କରୁଥିବା ପ୍ରାର୍ଥୀଙ୍କୁ ସମର୍ଥନ କରି ପାଟଣାର ଗାନ୍ଧୀ ମଇଦାନରେ ଆମରଣ ଅନଶନ କରିଥିବା ଜନ ସୁରଜ...

HMPV ନୁହେଁ ଚାଇନାରେ ମାଡିଗଲାଣି ଆଉ ଏକ ଭାଇରସ, ଫୁସଫୁସରେ ହେଉଛି…ଭାରତରେ ହାଇ ଆଲର୍ଟ!

ନୂଆଦିଲ୍ଲୀ,୬।୧: ଚାଇନାରେ ହ୍ୟୁମାନ ମେଟାପ୍ନୁମୋଭାଇରସ ମାମଲା ରିପୋର୍ଟ ହୋଇଛି। ଏହି ଭାଇରସ ଶ୍ୱାସକ୍ରିୟା ଦ୍ୱାରା ସଂକ୍ରମିତ ହୋଇ ବ୍ୟାପିବାରେ ଲାଗିଛି। ଏଯାଏ ୨ଟି ଶିଶୁ ଆକ୍ରାନ୍ତ...

ଡରାଇଲାଣି HMPV ଭାଇରସ, ୨ଜଣ ସଂକ୍ରମିତ

ନୂଆଦିଲ୍ଲୀ,୬।୧: ଚାଇନାରେ ଏଚଏମପିଭି ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ସେହି ଭାଇରସ ଚାଇଡ଼ାରୁ ବ୍ୟାପୀ ୩ଟି ଦେଶରେ ପ୍ରଭାବ ବିସ୍ତାର ବରିଛି। ଚାଇନାରୁ...

ରାଗିଗଲେ ରାଜ୍ୟପାଳ: ଗୃହ ଛାଡି ପଳାଇଲେ

ଚେନ୍ନାଇ,୬।୧:ବିଧାନସଭା ଅଧିବେଶନରେ ଜାତୀୟ ସଂଗୀତକୁ ଅପମାନିତ ହେବା ଦେଖି ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି କ୍ରୋଧିତ ହୋଇ ବିଧାନସଭା ଅଧିବେଶନକୁ ସମ୍ବୋଧନ ନ କରି ଗୃହରୁ...

୬୬ ବର୍ଷ ପୂର୍ବରୁ ପୃଥିବୀରେ ଅଛି HMPV Virus, ଅଣଦେଖା କରିବାରୁ ନେଉଛି ପ୍ରତିଶୋଧ! ଜାଣନ୍ତୁ ଏହା କେତେ ଭୟଙ୍କର

ବେଜିଂ/ନୂଆଦିଲ୍ଲୀ,୬।୧: ବିଶ୍ୱରେ ଅନେକ ପ୍ରକାରର ଭାଇରସ ଅଛନ୍ତି, ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବାବେଳେ କେତେକ କମ କ୍ଷତିକାରକ। ଏହି ଜୀବାଣୁ ଉପରେ ଅଧ୍ୟୟନ କରିବା ପରେ...

ଚମକାଇ ଦେବ ଖବରଦାତା ମୁକେଶଙ୍କ ପୋଷ୍ଟ ମର୍ଟମ ରିପୋର୍ଟ, ଲିଭର ହୋଇଥିଲା ୪ ଖଣ୍ଡ…

ରାୟପୁର,୬।୧: ଛତିଶଗଡ଼ର ବିଜାପୁର ଜିଲାରେ ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଜାରି କରାଯାଇଛି, ଯାହା ହୃଦୟ ବିଦାରକ। କଣ୍ଟ୍ରାକ୍ଟର ସୁରେଶ ଚନ୍ଦ୍ରକରଙ୍କ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri