ଟ୍ରାନ୍ସଫର୍ମର ବସ୍‌ବାର ୨ ବଛର ବିତ୍‌ଲା: ବିଦ୍ୟୁତ୍‌ ସେବାରୁ ବଁଚିତ୍‌ ୩୦ ପରିବାର

 

କର୍ଲାମୁଣ୍ଡା, ୭ା୧୨ (ଡି.ଏନ୍‌.ଏ.)-
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଁଚେତ୍‌ ଧଅଁରାଖମନ ଗଁାର ଲୋକ୍‌ ସଂଖ୍ୟା ପାଖାପାଖି ୪ଶହ। ଗଁାଟା ବଲାଙ୍ଗୀର ଜିଲା ସୀମାନାରେ ରହିଛେ। ସେନ୍‌ତା ବ୍ଲକ ସଦରନୁ ଗଁାଟା ୨୦ କି.ମି. ଦୂରିଆଥି ରହିଛେ। ଗଁାରେ ଆଦିବାସୀ ଆର ଓବିସି ସମାଜର ୮୧ଟା ପରିବାର ରହୁଛନ୍‌। ବଡ଼ଭାଗି ଲୁକ୍‌କର ଜୀବ୍‌କା କହେଲେ ଚାଷ୍‌ବାସ ଆର କୁଲିମଜୁରି। ଏହେଦ୍‌କା ଗଁାର ଗୁଟେ ବଡ଼୍‌ ସମସିଆ ହେଉଛେ ବିଦ୍ୟୁତ୍‌ ସେବା। ଇଆଡ଼େ ସରକାରକଁର ତରଫୁ ୨ ବଛର ତଲେ ଗଁାବାସୀକୁ ବିଦ୍ୟୁତ୍‌ ସଂଯୋଗ ଦେବାର ଲାଗି ସୌଭାଗ୍ୟ ଯୋଜନାରେ ଗଁାରେ ୬୩ କେଭି ଟ୍ରାନ୍ସଫର୍ମର ବସିଛେ। ଗଁାରେ ଖୁଁଟା ଗଡ଼ା ହେଇ ତାର ଟନା କାମ୍‌ ବି ସରିଛେ। ହେଲେ ଆଏଜ୍‌ତକ ବିଦ୍ୟୁତ୍‌ ସଂଯୋଗ ନାଇଁ ହେବାର ଲାଗି ଗଁାର ୩୦ଟା ପରିବାର ଅଁଧାରେ ଜୀବନ୍‌ ବିତଉଥିବାର ଅଭିଯୋଗ କରିଛନ୍‌। ଇଆଡ଼େ ୨୦୦୫-୦୬ ସାଲୁ ଗଁାର ୪୫ଟା ବିପିଏଲ୍‌ ପରିବାରକେ ୧୦କେଭି ଟ୍ରାନ୍ସଫର୍ମରୁ ବିଦ୍ୟୁତ୍‌ ସେବା ଯୁଗେଇ ଦିଆଯାଉଛେ। ହେଲେ ଗଁାର ଉନିଅଁା ପରିବାରମାନେ ବିଦ୍ୟୁତ୍‌ ସେବା ପାଏବାରୁ ବଁଚିତ୍‌ ହେଇଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଗଁାବାସୀ ଜିଲାପାଳ, ବିଭାଗୀୟ ଅଧ୍‌କାରୀକୁଁ ଜନେଇ ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ମତାମତ ଲାଗି ନର୍ଲା ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓକଁର ମୋବାଇଲ୍‌ରେ ଯୋଗାଯୋଗ କରାଯାଇଥିଲେ ବି ଯୋଗାଯୋଗ ସମ୍‌ଭବ ନାଇଁ ହେଇପାରି।


Enter your email to get our daily news in your inbox.

All Right Reserved By Dharitri.Com

ସେଁପୁରରେ ଜମୁଛି ଧନୁଯାତ୍ରା ମହୋତ୍ସବ

ଭବାନୀପାଟଣା,୩୦ା୧୨ (ଉତ୍ତମ କୁମାର ଦାଶ):  କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ସେଁପୁର ଦୁର୍ଗାମଣ୍ଡପ ପଡିଆରେ ଗୁରୁବାରଠାରୁ ଚାଲିଥିବା ଧନୁଯାତ୍ରା ମହୋତ୍ସବ ଜମିବାରେ ଲାଗିଛି। ଗ୍ରାମବାସୀଙ୍କ...

ବଦଳିବ ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ : ୪୬ ପ୍ରକଳ୍ପ ଉନ୍ନତୀକରଣ ପାଇଁ ୪୪ କୋଟିର ପ୍ରସ୍ତାବ

ଭବାନୀପାଟଣା,୩୦ା୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ଥିବା ମନ୍ଦିର, ପର୍ଯ୍ୟଟନୀ ସ୍ଥଳୀର ରୂପରେଖ ଖୁବ୍‌ଶୀଘ୍ର ବଦଳିବାକୁ ଯାଉଛି। ଜିଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ଜିଲାରେ...

ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ଅଭିନୟ ପାଇଁ ମନୋନୀତ ହେଲେ ବୃନ୍ଦାବନ ସାଂକୃତିକ ଅନୁଷ୍ଠାନର କଳାକାର

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଷାଠିଏ ଜଣ କଳାକାର କେନ୍ଦ୍ର ସଂସ୍କୃତି ବିଭାଗ ଓ କେନ୍ଦ୍ର ସଙ୍ଗୀତ ନାଟକ...

୪୪ ବର୍ଷ ବିତିଥିଲେ ବି ପଡ଼ାବାସୀଙ୍କୁ ମିଳୁନି ସ୍ଥାୟୀ ପଟ୍ଟା, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

କର୍ଲାମୁଣ୍ଡା,୩୦ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ରେଗଡ଼ା କଲୋନୀ ପଡ଼ାବାସୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ମତେ...

ପୋଲିସ ଗାଡିକୁ ଧକ୍କା ଦେଲା ଟ୍ରକ୍‌:ଅଳ୍ପକେ ବର୍ତ୍ତିଲେ ଫାଣ୍ଡି ଅଧିକାରୀ

ଭବାନୀପାଟଣା,୩୦।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବୋର୍ଡା ଫାଣ୍ଡି ସାପସିଲେଟ ନିକଟରେ ପୋଲିସ ଗାଡିକୁ ଏକ ଛତିଶଗଡ ଟ୍ରକ ଧକ୍କା ଦେଇଥିବା...

ସଞ୍ଜୟ ଶତପଥୀ ଥିଲେ ପରଶମଣି

ଭବାନୀପାଟଣା,୩୦।୧୨(ଉତ୍ତମ କୁମାର ଦାଶ):ପ୍ରଫେସର ସଞ୍ଜୟ ଶତପଥୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ସେ ଥିଲେ ଏକାଧାରରେ କବି, ଗୀତିକାର, ପ୍ରାବନ୍ଧିକ, ପ୍ରବଚକ, ସଙ୍ଗଠକ, ଗବେଷକ, ପ୍ରଶାସନିକ...

କଳାହାଣ୍ଡି ଚାଷୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ମୋଦି

ଗୋଲାମୁଣ୍ଡା,୩୦l୧୨(ବଟକୃଷ୍ଣ ପଣ୍ଡା):ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରୁ ନ ଥିବାବେଳେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବ...

ପୋଲିସ ଗାଡିକୁ ପିଟିଲା ଛତିଶଗଡ଼ ଟ୍ରକ୍‌

ଭବାନୀପାଟଣା,୨୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ବୋର୍ଡା ଫାଣ୍ଡି ସାପସିଲେଟ ନିକଟରେ ପୋଲିସ ଗାଡିକୁ ଏକ ଛତିଶଗଡ ଟ୍ରକ ଧକ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri