Posted inଫୁରସତ

ପ୍ରତିଶୋଧ ନେବାକୁ ବୃଦ୍ଧ ଚୋରି କରୁଥିଲେ ଏମିତି ଜିନିଷ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନର ରାଜଧାନୀ ଟୋକିଓରେ ରହୁଥିବା ଜଣେ ୬୧ ବର୍ଷର ବୃଦ୍ଧ କୌଣସି ସୁନାରୁପା ଅଳଙ୍କାର ନୁହେଁ, ଏମିତି ଜିନିଷ ଚୋରି କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତଥାପି ଏପରି ଏକ ମଜାଳିଆ ଘଟଣା ନଜରକୁ ଆସିଛି। ଅଭିଯୁକ୍ତଙ୍କ ନାମ ଆକିୟୋ ହତୋଡ଼ି। ସହରରେ ଲଗାତାର ସାଇକେଲ ସିଟ୍‌ ଚୋରି ହେଲା। ଫଳରେ ପୋଲିସ ପାଇଁ ଚିନ୍ତା ବଢ଼ିଗଲା। ଆକିୟୋ ପ୍ରଥମଥର ଅଗଷ୍ଟ ମାସରେ ଏକ ସାଇକେଲ ସିଟ୍‌ ଚୋରି କଲେ। ଯେଉଁ ବ୍ୟକ୍ତିଙ୍କର ସାଇକେଲ ସିଟ୍‌ ଚୋରି ହୋଇଥିଲା ସେ ସନ୍ଦେହରେ ଆକିୟୋଙ୍କ ନାମରେ ମାମଲା ରୁଜୁ କରିଥିଲେ। ପୋଲିସ ମଧ୍ୟ ସିସିଟିଭି ଫୁଟେଜ୍‌ରୁ ଆକିୟୋଙ୍କୁ ଚିହ୍ନି ପାରିଥିଲା। ପୋଲିସ ତାଙ୍କୁ ଗିରଫ କରିବାରୁ ଘରେ ଏତେସଂଖ୍ୟକ ସାଇକେଲ ସିଟ୍‌ ସେ ଚୋରି କରି ରଖିଥିବା ଜାଣିବାକୁ ପାଇଥିଲା। ଏତେ ସଂଖ୍ୟକ ସାଇକେଲ ସିଟ୍‌ ଚୋରି କରିବା ପଛରେ ଏକ କାରଣ ବି ରହିଛି।
ପୋଲିସକୁ ଦେଇଥିବା ବୟାନରେ ହତୋଡ଼ି କହିଛନ୍ତି, ୨୦୧୮ରେ ତାଙ୍କ ସାଇକେଲର ସିଟ୍‌ କେହି ଚୋରାଇ ନେଇଥିଲା। ଏହା ଫଳରେ ତାଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ତେଣୁ ସେ ଏହାର ପ୍ରତିଶୋଧ ନେବାକୁ ସାଇକେଲ ସିଟ୍‌ ସବୁ ଚୋରି କରି ଆଣୁଥିଲେ। ତାଙ୍କୁ ଯେଉଁ ସମସ୍ୟାରେ କେହି ପକାଇଛି ସେ ଅନ୍ୟକୁ ମଧ୍ୟ ଏପରି ସମସ୍ୟାରେ ପକାଇବେ ବୋଲି ନିଷ୍ପତ୍ତି ନେଲେ। ଫଳରେ ଗୋଟିଏ ପରେ ଗୋଟିଏ ସାଇକେଲ ସିଟ୍‌ ଚୋରି କରିବାରେ ଲାଗିଲେ। ଯେଉଁଥିପାଇଁ ଧରାପଡ଼ି ସେ ଏବେ ଜେଲ୍‌ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ

ନୂଆଦିଲ୍ଲୀ,୩୧।୧୨: ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏହି ନୂଆବର୍ଷ ନୂଆ ଆଶା ଏବଂ ନୂଆ ସ୍ୱପ୍ନରେ ଉତ୍ସାହ ଭରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରବଚକ...

ମୃତଦେହ ସହ ୧୦ ମିନିଟ ବିତାଇବାକୁ ୨୫ ହଜାର ଦରମା

ବେଜିଂ: ସୋସିଆଲ ମିଡିଆରେ ଏକ ନିଯୁକ୍ତି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଚାଇନାର ଶାଣ୍ଡୋଙ୍ଗ ପ୍ରଦେଶ...

ଆଇସ୍‌କ୍ରିମ୍‌ ବିରିୟାନି

ମୁମ୍ବାଇ: ଭାରତରେ ସର୍ବାଧିକ ଲୋକ ଖାଉଥିବା ବ୍ୟଞ୍ଜନ ମଧ୍ୟରୁ ବିରିୟାନି ଅନ୍ୟତମ। ସୁସ୍ବାଦୁ ବ୍ୟଞ୍ଜନ ଭାବେ ବିରିୟାନି ଖାଇବାକୁ ଅନେକ ଭାରତୀୟ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ...

ଗୋଟିଏ ଛୋଟ ପକ୍ଷୀ କିଭଳି ବିମାନ ଦୁର୍ଘଟଣାର କାରଣ ପାଲଟିଥାଏ? ବନ୍ଧୁକ ଗୁଳିଠାରୁ ଅଧିକ ଘାତକ

ଚଳିତ ବର୍ଷ ସବୁଠାରୁ ଦକ୍ଷିଣ କୋରିଆରେ ଏଯାବତର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି।  ଜେଜୁ ଏୟାରଲାଇନ୍ସର ବିମାନ ବ୍ୟାଙ୍କକ୍‌ରୁ ଉଡ଼ାଣ ଭରିବା ପରେ ମୁଆନ...

ଶୀତଦିନେ ସକାଳୁ କିପରି ଉଠିବେ ? ପ୍ରେମାନନ୍ଦ ମହାରାଜ କହିଲେ ବଢିଆ ଉପାୟ

ଠାକୁର ଜି ଏବଂ ରାଧାରାଣୀଙ୍କର ଭକ୍ତ ତଥା ବୃନ୍ଦାବନର ପ୍ରସିଦ୍ଧ ଉପଦେଶକ ପ୍ରେମାନନ୍ଦ ମହାରାଜ ଲୋକମାନଙ୍କ ଜୀବନ ସହ ଜଡିତ ଅନେକ ସମସ୍ୟା ବିଷୟରେ ଆଲୋଚନା...

୨୦୨୫ରେ ଏମିତି ଘଟଣା ଘଟିବ ଯାହା କେହି କେବେ ଦେଖି ନ ଥିଲେ, କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ?

ବ୍ରାସିଲିଆ: ଆଥୋସ ସାଲୋମ ଯିଏ ‘ଜୀବନ୍ତ ନୋଷ୍ଟ୍ରାଡାମସ’ ଭାବରେ ଜଣାଶୁଣା । ସେ ୨୦୨୫ ବର୍ଷ ପାଇଁ ଅନେକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ଏହି...

୯୦ ଦେଶ ଭ୍ରମଣ କରିଛନ୍ତି ୧୯ ବର୍ଷୀୟା ସୋଫିଆ

ନ୍ୟୁୟର୍କ: ୧୯ ବର୍ଷୀୟା ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ସୋଫିଆ ଲି ବର୍ତ୍ତମାନ ସୁଦ୍ଧା ୯୦ଟି ଦେଶ ଭ୍ରମଣ ଶେଷ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମରେ...

ଥରେ ନୁହେଁ କି ଦୁଇ ଥର ନୁହେଁ ୮ଥର ପଲଟି ପଲଟି ଗୁଣ୍ଡ ହେଲା କାର: କାରରୁ ସୁରକ୍ଷିତ ବାହାରି ହସିହସି ଯାହାକହିଲେ …

କଥାରେ ଅଛି ରଖେ ହରି ତ ମାରେ କିଏ।  ସତରେ ଭଗବାନ ରକ୍ଷା କଲେ କେହି କିଛି ବି କ୍ଷତି କରିପାରିବେ ନାହିଁ। ରାଜସ୍ଥାନର ନାଗୋରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri