ଫଟୋ ଶେୟାର କଲେ ଅନନ୍ୟା: ଦର୍ଶକେ କହିଲେ ବେଟର୍‌ ନୁହେଁ ହଟର୍‌

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ଗୋଟିଏ ଫିଲ୍ମରେ କାମ କରିଥିବା ବେଳେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କିନ୍ତୁ ବହୁତ ଅଧିକ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ଅନେକ ସମୟରେ ନିଜର ଫଟୋ ଶେୟାର କରିଥାଆନ୍ତି। ହେଲେ ଏବେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ କମେଣ୍ଟ ନ କରି ରହି ପାରି ନାହାଁନ୍ତି। ଅଫ୍‌ ହ୍ବାଇଟ୍‌ କଲର ଟପ୍‌ରେ ବେଶ୍‌ ହଟ୍‌ ଲାଗୁଛନ୍ତି ଅନନ୍ୟା। କ୍ୟୁଟ ଅନନ୍ୟାଙ୍କର ଏହି ଫଟୋ ଏବେ ଯେମିତି ଭାଇରାଲ ହୋଇଛି। ଖୁବ୍‌ ପତଳା ଶରୀର ଥିବା ଅନନ୍ୟା କିନ୍ତୁ ଏଥିରେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। ଆଉ ଫଟୋଟିକୁ ଦେଖି ତାଙ୍କ ପ୍ରଶଂସକମାନେ କହିଛନ୍ତି ଏବେ ବୋଧହୁଏ ଅନନ୍ୟା ଓ୍ବେଟଗେନ୍‌ କରିଛନ୍ତି। ତେବେ ଏହି ଫଟୋ ସହ ସେ ଏକ ଇଂରାଜୀ ଗୀତର କ୍ୟାପଶନ୍‌ ଲେଖିଛନ୍ତି। ‘better than ur ex, better than ur next’ ଆଉ ଏହାକୁ ଦେଖିବା ପରେ ଦର୍ଶକେ କହିଛନ୍ତି ଅନନ୍ୟା ବେଟର୍‌ ନୁହେଁ ହଟର୍‌।


Enter your email to get our daily news in your inbox.

All Right Reserved By Dharitri.Com

୧୦ରେ ‘ଦେବରା’ ଟ୍ରେଲର

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଅଭିନେତା ଜୁନିୟର ଏନ୍‌ଟିଆର୍‌ଙ୍କ ବହୁ ପ୍ରତୀକ୍ଷିତ ‘ଦେବରା’ ଚଳଚ୍ଚିତ୍ରକୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି। ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ବର୍ତ୍ତମାନ...

ହୃଦ୍‌ଘାତରେ ଅଭିନେତା ବିକାଶଙ୍କ ମୃତ୍ୟୁ

ମୁମ୍ବାଇ,୯ା୯ (ପି.ଟି.): ଟିଭି ସିରିଏଲ୍‌ ଅଭିନେତା ବିକାଶ ସେଠୀଙ୍କର ଶନିବାର ରାତିରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୪୮ ବର୍ଷ ହୋଇଥିଲା। ‘କୁଁ୍ୟ କୀ ସାସ୍‌ ଭି...

‘ଏମର୍ଜେନ୍ସି’କୁ ମିଳିଲା ୟୁଏ ସାର୍ଟିଫିକେଟ୍‌

ନୂଆଦିଲ୍ଲୀ, ୯।୯: ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ‘ଏମର୍ଜେନ୍ସି’ ଚଳଚ୍ଚିତ୍ର ଖୁବ୍‌ଶୀଘ୍ର ବଡ଼ ପରଦାରେ ରିଲିଜ୍‌ ହେବ। ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି)...

ପ୍ରଥମ ଥର ମୁହଁ ଖୋଲିଲେ ମନୋଜ ମିଶ୍ରଙ୍କ ସ୍ତ୍ରୀ, କହୁ କହୁ କହିଦେଲେ ଏମିତି…

ଭୁବନେଶ୍ୱର,୮।୯: ଓଡ଼ିଆ ସିନେମାର ସ୍ଥିତି ଏବେ ଏବେ କିଛି ମାତ୍ରାରେ ସୁଧୁରିବାବେଳେ ବିବାଦ ଓ କଳି ସିନେ ଜଗତକୁ ପୁଣି ପଛକୁ ନେଇଯାଉଛି। ପାଖାପାଖି ବର୍ଷେ...

କଙ୍ଗନାଙ୍କ ଫିଲ୍ମକୁ ମିଳିଲା ସେନ୍ସର ବୋର୍ଡର ସାର୍ଟିଫିକେଟ୍‌, ଖୁବ୍‌ଶୀଘ୍ର ହେବ ରିଲିଜ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ରିଲିଜ୍‌ ହେବ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ଏମରଜେନ୍ସି। ସେନ୍ସର ବୋର୍ଡ କିଛି ସର୍ତ୍ତ ରଖି ଏହି ଫିଲ୍ମକୁ ସାର୍ଟିଫିକେଟ୍‌ ଦେଇଛନ୍ତି। ବୋର୍ଡ ନିର୍ଦ୍ଦେଶ...

ଗଣେଶ ଚତୁର୍ଥୀ ଅବସରରେ ଦୀପିକାଙ୍କ ଘରକୁ ଆସିଲେ ଲକ୍ଷ୍ମୀ

ମୁମ୍ବାଇ: ନିକଟରେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଅଭିନେତ୍ରୀ ପ୍ରସବ ପୂର୍ବରୁ ବାପ୍ପାଙ୍କ ଆଶୀର୍ବାଦ ନେବାକୁ ଯାଇଥିଲେ।...

ଜାଣନ୍ତୁ ଛୋଟ ବଡ଼ ପରଦାର ’କତେଜଣ ଦାଦି ମା’ଙ୍କ ସମ୍ପର୍କରେ…

କାହାଣୀର ପେଡ଼ି ସେ। ସେ ହିଁ ଶୁଣନ୍ତି ପିଲାଙ୍କ ସବୁ ଅଳି ଅର୍ଦ୍ଦଳି। ତାଙ୍କରି ପଣତ ପୁଣି କେବେ ସାଜେ ବାପାମା’ଙ୍କ ଗାଳିମାଡ଼ଠୁ ବଞ୍ଚତ୍ବାର ଆଶ୍ରୟସ୍ଥଳୀ।...

ଫିଲ୍ମ ଦୁନିଆରେ ଏଣ୍ଟ୍ରି ମାରିଲେ ଧୋନି! ଏହି ଫିଲ୍ମରେ କରିବେ ଅଭିନୟ

ନୂଆଦିଲ୍ଲୀ,୬।୯: ଦୁଇ ତାରକା ଗୋଟିଏ ଫିଲ୍ମରେ ଥିଲେ ଫିଲ୍ମର କ୍ରେଜ ହିଁ ବଢିଯାଏ। ଲୋକେ ତାଙ୍କ ପ୍ରିୟର ସୁପରଷ୍ଟାରଙ୍କୁ ଦେଖିବାକୁ ଭିଡ ଜମାଇଥା’ନ୍ତି। ଦକ୍ଷିଣ ଫିଲ୍ମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri