ଫୋନ୍‌ପେର ଓ୍ବାନ୍‌ ଷ୍ଟପ୍‌ ପିଓଏସ୍‌

ଭୁବନେଶ୍ୱର,୭।୭:ଫୋନ୍‌ପେ ପକ୍ଷରୁ ଏକ ଅତ୍ୟାଧୁନିକ ଓ୍ବାନ୍‌ ଷ୍ଟପ ପଏଣ୍ଟ-ଅଫ-ସେଲ (ପିଓଏସ୍‌) ଡିଭାଇସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହା ବ୍ୟବସାୟୀଙ୍କୁ ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରିବାକୁ ସକ୍ଷମ ସହ ଏକ ସରଳ ଓ ବାଧାରହିତ ସେଟଲମେଣ୍ଟ ଅନୁଭୂତି ପ୍ରଦାନ କରିବ। ଉକ୍ତ ଡିଭାଇସରେ ଫୋନପେ ପିଓଏସ ଆପ୍‌ ପୂର୍ବରୁ ଲୋଡ଼ ହୋଇ ଆସୁଛି ଏବଂ ଏହା ଟାପ/ସ୍ବାଇପ/ଡିପ ଏବଂ ଇଣ୍ଟରଅପରେବଲ ଡାଇନାମିକ କ୍ୟୁଆର କୋଡ୍‌ ମାଧ୍ୟମରେ ଟ୍ରାଞ୍ଜାକ୍ସନର ସମର୍ଥନ କରୁଛି। ଆଣ୍ଡ୍ରଏଡ ପ୍ଲାଟଫର୍ମ ଉପରେ ନିର୍ମିତ ଏହି ପିଓଏସ ଡିଭାଇସ ବ୍ୟବସାୟୀମାନଙ୍କ ପାଇଁ ଚେକଆଉଟ ଅନୁଭୂତିରେ ପରିବର୍ତ୍ତନ ଆଣିଛି ା ଗ୍ରାହକମାନେ କାଉଣ୍ଟର, ଟେବୁଲ, ଡେଲିଭରୀ ଲୋକେଶନ କିମ୍ବା ସେଲ୍ୟୁଲାର କଭରେଜ ଥିବା ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁ ଏହି ଡିଭାଇସ ସମଗ୍ର ପ୍ରକ୍ରିୟାକୁ ସହଜ କରିଥାଏ। ଉଭୟ ମର୍ଚ୍ଚାଣ୍ଟ ଏବଂ ଉପଭୋକ୍ତାଙ୍କ ଡାଟାକୁ ସୁରକ୍ଷିତ ରଖିବା ପାଇଁ ଏହା ପିସିଆଇ-ପିଟିଏସ ୬ସାର୍ଟିଫିକେଶନ ଦ୍ୱାରା ସମର୍ଥିତ ରହିଛି। ଏ ସମ୍ପର୍କରେ ଫୋନପେର ଅଫଲାଇନ ବିଜ୍‌ନେସ ମୁଖ୍ୟ ବିବେକ ଲୋହଚେବ କହିଛନ୍ତି, ଫୋନପେ ପିଓଏସ ଡିଭାଇସ ହେଉଛି ଏକ ୱାନ-ଷ୍ଟପ ସଲ୍ୟୁଶନ ଯାହା ଆମର ମର୍ଚ୍ଚାଣ୍ଟ ପାର୍ଟନରମାନଙ୍କୁ ସେମାନଙ୍କର ଗ୍ରାହକଙ୍କର କିଣିବାର ଅଭିଜ୍ଞତାକୁ ବୃଦ୍ଧି କରିବାକୁ ଉତ୍ସାହିତ କରିଥାଏ। ଏଥିରେ ଏକ ଏକୀକୃତ ଏବଂ ସମନ୍ବିତ ଇଣ୍ଟରଫେସ ରହିଛି, ଯାହା ପେମେଣ୍ଟର ବିଭିନ୍ନ ପଦ୍ଧତିକୁ ସୁବିଧା ଦେଇଥାଏ ଏବଂ ସହଜ କରିଥାଏ। ଉଲ୍ଲେଖଯୋଗ୍ୟ, ସମଗ୍ର ଦେଶରେ ଫୋନ୍‌ପେର ୩୫କୋଟିରୁ ଅଧିକ ମର୍ଚ୍ଚାଣ୍ଟମାନଙ୍କର ଏକ ବ୍ୟାପକ ନେଟୱର୍କ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri