ପ୍ଲାଷ୍ଟିକର ବର୍ଦ୍ଧିତ ବ୍ୟବହାର ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ପାଲିଟିଛି। ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ଚାଲିଛି ଅନେକ ସଚେତନତାମୂଳକ କାର୍ଯ୍ୟକ୍ରମ। ଆମେ କିପରି ପ୍ଲାଷ୍ଟିକ ବ୍ୟବହାରରୁ ଦୁରେଇ ରହିବା ତଥା ପରିବେଶକୁ ସ୍ୱଚ୍ଛ ରଖିବା ଲାଗି ଯତ୍ନବାନ ହେବା ତାହା ଏଥର ‘ବାବୁ ମହଲ’ର ପ୍ରସଙ୍ଗ। ଆମେ ନିଜେ ପ୍ଲାଷ୍ଟିକ ବ୍ୟବହାର ନକରିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଲାଗି ଏହି ଆନିମେଶନ ଭିଡ଼ିଓରେ ଦର୍ଶାଯାଇଛି। ଭିଡ଼ିଓଟିକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଏବଂ ପ୍ଲାଷ୍ଟିକ ବର୍ଜନର ବାର୍ତ୍ତା ଦିଅନ୍ତୁ।