ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ରାଇକିଆ,୧୮।୮(ଡ଼ି.ଏନ.ଏ)-ରାଇକିଆ ବ୍ଲକ କରଡ଼ା ପଞ୍ଚାୟତରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି। ପଞ୍ଚାୟତର କନାଡ଼ି, ଅଁଳାପଟା, ପୋଢମାରୀ, ତେନ୍ତୁଳିଆଠାରେ ନବ ନିର୍ମିତ ୭ ଗୋଷ୍ଠୀ ଗୃହ, ଗୋଟିଏ ଅଙ୍ଗନଓ୍ବାଡ଼ି ଗୃହ ଏବଂ କରଡ଼ା ହାଇସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହକୁ ଉଦଘାଟନ କରାଯାଇଛି। ଏଥିସହ ବିଧାୟକ କରଡ଼ା ଗ୍ରାମରେ ୬୦ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିଲେ। ଗ୍ରାମବାସୀଙ୍କୁ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ । କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ଜିଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ପାତ୍ର୍ର, କରଡ଼ା ସରପଞ୍ଚ ଲତିକା ପ୍ରଧାନ, ମାଣିକେଶ୍ୱର ସରପଞ୍ଚ ଭୂଷଣ ପ୍ରଧାନ, ଗୁମାମାହା ସରପଞ୍ଚ ବିଶିକେସନ ପ୍ରଧାନ, ବ୍ଲକ ବିଜେଡ଼ି ସଭାପତି ରାଜମୋହନ ଦିଗାଳ, ସଂଖ୍ୟା ଲଘୁ ସେଲ ସଭାପତି ଜୟାନନ୍ଦ ନାୟକ, ମିଥୁନ ଦିଗାଳ, ବିଦ୍ୟାରତ୍ନମଣି ଦିଗାଳ, ସୁଶିଳ ଦିଗାଳ, ଟୁକୁନା ପାଣିଗ୍ରାହୀଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଡସିଂହାର ବେଶରେ ଦର୍ଶନ ବାବା ଧବଳେଶ୍ୱର: ଦେଖିବାକୁ ଭକ୍ତଙ୍କ ଲମ୍ବା ଲାଇନ 

କଟକ,୧୩।୧୧: ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ବୁଧବାର ଚଳଞ୍ଚଳ ହୋଇ ଉଠିଛି। ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ...

ଭୋଟଗ୍ରହଣ ଚାଲିଥିବାବେଳେ ଭଉଣୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧:କଂଗ୍ରେସ ନେତା ରାହୁଲ ଗାନ୍ଧୀ ୱାୟନାଡ ଉପ-ନିର୍ବାଚନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ରାହୁଲ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଭୋଟ ଦେବାକୁ ୱାୟାନାଡର...

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା: ପାଣିରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ

ଭଦ୍ରକ,୧୩।୧୧(ସନାତନ ରାଉତ): ଭଦ୍ରକ ବ୍ଲକ ବନ୍ଧଗାଁ ପୂର୍ବତନ ସରପଞ୍ଚ ତଥା ଆମ୍ବରୋଳି ସମବାୟ ସମିତିର ସଭାପତି ଚିତ୍ତ ରଞ୍ଜନ ରାଉତ (ନାଲୁ)ଙ୍କୁ ମଙ୍ଗଳବାର ରାତିରେ ହତ୍ୟା...

ପଞ୍ଚୁକ ପାଇଁ ଜଗନ୍ନାଥ ମନ୍ଦିରରେ ପ୍ରବଳ ଭିଡ଼

ଜି ଉଦୟଗିରି, ୧୩।୧୧(ଶିଶିର ପଟ୍ଟନାୟକ): ଜି ଉଦୟଗିରି ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ମାସ ପଞ୍ଚୁକ ନିମନ୍ତେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଲାଗି ରହିଛି । ବିଶେଷ...

ଏମ୍‌କେସିଜିରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବ୍ରହ୍ମପୁର,୧୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଏମକେସିଜି ମେଡିକାଲରେ ପଜେଟିଭ ବଦଳରେ ନେଗେଟିଭ ଗ୍ରୁପର ରକ୍ତ ଦିଆଯିବା ସହ ଠିକ ସମୟରେ ଚିକିତ୍ସା କରା ନଯିବାରୁ ଜଣେ ପ୍ରସୂତିଙ୍କ...

ବାତ୍ୟାର ୧୯ ଦିନ ବିତିଲା, ରାସ୍ତା ଉପରୁ ହଟୁନି ଗଛ

ଔପଦା, ୧୩।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ପାଇକପଡା ଗ୍ରାମ ତୁଟାସାହି ମୁଖ୍ୟରାସ୍ତା ଉପରେ ବାତ୍ୟାରେ ଏକ ବିରାଟ ତେନ୍ତୁଳି ଗଛ...

ଶୁଦ୍ଧିକ୍ରିୟା ସରିଥିଲା, ୧୫ ବର୍ଷ ପରେ ଫେରିଲେ ପୁଅ

ପାଟଣା,୧୩।୧୧(ବୀର କିଶୋର ଦାଶ): ପୁଅକୁ ଯେତେବେଳେ ୧୪ ବର୍ଷ ହୋଇଥିଲା କେଉଁଆଡ଼େ ପଳାଇଥିଲେ। ଦୀର୍ଘ ବର୍ଷ ଧରି ପୁଅ ନ ଫେରିବାରୁ ପରିବାର ଓ ସମ୍ପର୍କୀୟମାନେ...

ଖେଳ ପଡିଆ ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ:ଲୋକେ ହେଉଛନ୍ତି ହଟହଟା

ଦାରିଙ୍ଗବାଡି,୧୩।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ଏକମାତ୍ର ଖେଳ ପଡିଆ ଏବେ ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ। ଦୈନିକ ଉକ୍ତ ପଡିଆରେ କୁଢ଼କୁଢ଼ ଖାଲି ବୋତଲ, ପ୍ଲାଷ୍ଟିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri