ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବିନା ହେଲମେଟ୍ରେ ଗାଡ଼ି ଚଳାଇବା ଓଡ଼ିଆ ସିନେ ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କୁ ମହଙ୍ଗା ପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ତାଙ୍କୁ ଏକ ହଜାର ଟଙ୍କାର ଜରିମାନା ଲଗାଯାଇଛି। ଏନେଇ କମିଶନରେଟ୍ ପୋଲିସ ଟୁଇଟ କରି ଚାଲାଣ ସମ୍ପର୍କରେ ଜଣାଇଛି। ଏନେଇ ବାବୁସାନ ପ୍ରତିକ୍ରିୟା ରଖି ଏପରି ଭୁଲ୍ ଆଉ ହେବ ନାହିଁ ବୋଲି କହିଛନ୍ତି।
We adore our actors. But, when Tanmay, better known as Babushan, was found to be riding a bike without a helmet, a challan was issued.
That’s our duty. Do follow traffic safety norms always. @SarangiSudhansu@sagarika_nath pic.twitter.com/Mcu0b4RVMi— COMMISSIONERATE POLICE (@cpbbsrctc) December 18, 2019