ଅତାବିରା, ୨୮।୮ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍ ଉଦେପୁର ଗଁାର ଉତ୍ତର ଝାଙ୍କର(୭୦) ଆର ମାଏକିନା ତାରା ଝାଙ୍କର(୬୫)। ଉତ୍ତର ଦିବ୍ୟାଙ୍ଗ ହେଇଥିଲାବେଲେ ତାରା ଝନେ ମାନ୍ସିକ ରୁଗୀ। ଇ ଦମ୍ପତି ନିହାତି ଗରିବ୍ ହେଇଥିଲାବେଲେ ତାକର ପିଲାଛୁଆ ବି ନଁାଇଁନ। ଦମ୍ପତି ଗୁଟେ ନଡ଼ାଛପର ମାଏଟ୍ କୁରିଆରେ ରହୁଥିଲେ। ହେଲେ ଆଏଜ୍କେ ୧୦ ବଛର ତଲେ ଝରି ବରଷାରେ ତାକର ଘରଟା ଭାଂଗି ଯାଇଥିଲା। ସେଦିନ୍ଠାନୁ ଦୁଇ ବୁଢ଼ାବୁଢ଼ି ଇନେ ସେନେ ହେଇ ଦିନ୍ ବିତଉଥିଲେ। ଇ ସମିଆରେ ତାରା ମାନ୍ସିକ ରୋଗ୍ରେ ପୀଡ଼ିତ ହେଇଥିଲେ। ଏନ୍ତାଥି ସେ କେତେବେଲେ ଉତ୍ତରକଁର ପାସେ ରହୁଥିଲାବେଲେ ଆରକେତେବେଲେ ଇଆଡ଼େ ସେଆଡ଼େ ବୁଲି ଜୀବନ୍ ବିତଉଛନ୍। ତାକର ଚିକିଛା ଲାଗି ଉତ୍ତର ସକ୍ଷମ ନୁହଁନ୍। ସେନ୍ତା ଇ ଦମ୍ପତି ବୁଢ଼ାବୁଢ଼ି ଭତା, ଆବାସ ଯୋଜନାରୁ ବି ବଁଚିତ୍ ହେଇ ରହିଥିଲେ। ଇ ବାବ୍ଦେ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଲାଗ୍ ଲାଗ୍ ଖବର ବାହାରିଥିଲା। ଖବର ବାହାରଲାରୁ ଥାନୀୟ ପରଶାସନର ଚେତା ପଶିଥିଲା। ପରଶାସନ ଉତ୍ତରକୁଁ ଭିନ୍ନକ୍ଷମ ଭତା ଯୁଗେଇ ଦେଇଥିଲାବେଲେ ତାରାକଁର ଭୋଟ ପରିଚଏପତର, ଆଧାର କାର୍ଡ ଅଭାବୁ ସେ ଭତାରୁ ବାଦ୍ ପଡ଼ିଥିଲେ। ହେଲେ ଧରିତ୍ରୀରେ ଇ ବାବ୍ଦେ ଫେନ୍ ଖବର ବାହାରଲାରୁ ପରଶାସନ ତାରାକଁର ଭୋଟ ପରିଚଏ ପତରର, ଆଧାର କାର୍ଡର ବେବସ୍ତା କରିଛେ। ସେନ୍ତା ପରଶାସନ ଉତ୍ତରକୁଁ ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ବି ସାମିଲ କରିଛେ। ତା.୧୭.୮.୨୦୧୯ ପରଶାସନ ଘର ମଂଜୁର କରବାର ସଂଗେ ସୋମବାର କାର୍ଯ୍ୟାଦେଶ ସଂଖ୍ୟା ୪୨୫/୧୯ରେ ତାହାକୁ ଘର ତିଆରିବାକେ ଅନୁମତି ଦେଇଛେ। ତାରାକଁର ଭତା ବାବ୍ଦେ ଭେଡ଼େନ ବିଡିଓ ମୂରଲୀଧର ନାୟକକୁଁ ପଚରାଲାରୁ ତାହାକୁ ଭୋଟ ପରିଚଏ ପତର, ଆଧାର କାର୍ଡ ଯୁଗେଇ ଦିଆଯାଇଛେ। ସେ ଫର୍ମ ଭରି ଆବେଦନ କଲେ ଯେତେ ଜଲଦି ହେବା ତାହାକୁ ଭତା ଯୁଗେଇ ଦେବାର ବେବସ୍ତା କରାଯିବା ବଲି ସେ କହିଥିଲେ।
Posted inଆମ ଜିଲା ଖବର, ବରଗଡ଼ View All

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ
ବଲାଙ୍ଗୀର,୧୫।୪: ବଲାଙ୍ଗୀର ସହରରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସହରରେ ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ...

ଆମ୍ବେଡକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଜରୁରୀ
ଥୁଆମୂଳ ରାମପୁର,୧୫।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଥୁଆମୂଳ ରାମପୁର ସଦର ମହକୁମା ଠାରେ ଦଳିତ ସଚେତନ ସଂଗଠନ ଥୁଆ ମୂଳ ରାମପୁର ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ବିଶ୍ବରତ୍ନ...

ଡହଡହ ଖରାକୁ ଖାତିର କଲେନି ଭକ୍ତ
ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ ): ପ୍ରବଳ ଗ୍ରୀଷ୍ମ ପ୍ରବାହ ସତେ ଡହ ଡହ ଖରାରେ ଦାମୋଦର ପୁରସ୍ଥିତ ମା’ ଦକ୍ଷିଣ କାଳୀ ମନ୍ଦିରରେ ମେରୁସଂକ୍ରାନ୍ତି ଦେଖିବାକୁ ଭକ୍ତ...

ନିଆଁରେ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି: ଜାଣିଶୁଣି ପୋଡି ଦେଇଥିବା ଅଭିଯୋଗ
ପାଟଣାଗଡ ୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ...

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର, ଅପହରଣକାରୀ ଗିରଫ
ଭୁବନେଶ୍ୱର,୧୫।୪: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି।...

ଜୟଶ୍ରୀରାମ, ଜୟ ହନୁମାନ ଧ୍ୱନିରେ କମ୍ପିଲା ସମ୍ବଲପୁର ସହର: ସାମିଲେ ହେଲେ ଧର୍ମେନ୍ଦ୍ର, ଜୟନାରାୟଣ
ସମ୍ବଲପୁର,୧୪ା୪(ବି.ଶଙ୍କର/ଭବାନୀଶଙ୍କର ଭୋଇ): ମହାବିଷୁବ ସଂକ୍ରାନ୍ତି ତିଥିରେ ସମ୍ବଲପୁରର ସହରର ବିଭିନ୍ନ ହନୁମାନ ମନ୍ଦିରଗୁଡିକରେ ସୋମବାର ଦିନବେଳ ପୂଜାର୍ଚ୍ଚନା କରାଯାଇଥିଲା। ହନୁମାନ ଜୟନ୍ତୀ ସମନ୍ବୟ ସମିତି ପକ୍ଷରୁ...

କଂଗ୍ରେସ ଏବେ ଲୋକଙ୍କ ଆସ୍ଥାଭାଜନ ହେଉଛି: ଭକ୍ତ
ଭୁବନେଶ୍ୱର/ଗୁଡ଼ାରି, ୧୫।୪ (ରବିନାରାୟଣ ଜେନା/ପ୍ରମୋଦ କୁମାର ପତି): ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା ଓ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ପିସିସି ସଭାପତି ଭକ୍ତ ଚରଣ...

ହ୍ବାଟ୍ସଆପ୍ ଷ୍ଟାଟସ୍ ଦେଇ ଜୀବନ ହାରିଲେ କଲେଜ ଛାତ୍ରୀ
ଆନନ୍ଦପୁର,୧୫ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆନନ୍ଦପୁର ଥାନା ଅଧୀନ ଫକିରପୁର ଅଞ୍ଚଳର ଏକ ଘରୋଇ ମହିଳା...