ଭଲ ସାଙ୍ଗଙ୍କୁ ଚିହ୍ନିବା ପାଇଁ କିଛି ଟିପ୍ସ: ଯାହା ଜଣାଇବ କିଏ ଭଲ କିଏ ଖରାପ

କୌଣସି ମଣିଷଙ୍କୁ ଚିହ୍ନିବା ସବୁଠାରୁ କଷ୍ଟକର। ସମସ୍ତଙ୍କ ମଧ୍ୟରେ ଯଦି କଥା ବନ୍ଧୁଙ୍କୁ ଚିହ୍ନିବାରେ ଆସେ, ତେବେ ତାହା ଅଧିକ ଗମ୍ଭୀର ହୋଇଥାଏ। ଅନେକ ସମୟର ପ୍ରିୟ ସାଙ୍ଗ ହିଁ ବିପଦରେ ପକାଇଥାନ୍ତି। ଆଉ ଏପରି କିଛି ଘଟଣା ଆପଣଙ୍କୁ ସାଙ୍ଗମାନଙ୍କ ଉପରୁ ଭରସା ଉଠାଇଦିଏ। ଫଳରେ ଆପଣଙ୍କୁ ଦ୍ୱିତୀୟଥର କାହା ସହିତ ସାଙ୍ଗ ହେବାକୁ ଡର ଲାଗିଥାଏ। ତେବେ ଏପରି କିଛି ସାଙ୍ଗକୁ ଚିହ୍ନିବା ପାଇଁ ଜାଣନ୍ତୁ କିଛି ଟିପ୍ସ।

-ସିଏ ସବୁଠୁ ଭଲ ସାଙ୍ଗ ହୋଇଥାଏ, ଯିଏ ଆପଣଙ୍କ ଖରାପ ଅଭ୍ୟାସକୁ ଦୂର କରିବାକୁ ଚେଷ୍ଟା କରନ୍ତି। ଭଲ ସାଙ୍କଙ୍କୁ ତା’ର ସାଙ୍ଗ ବିଷୟରେ ସବୁକିଛି ଜଣାଥାଏ। ସେ ସାଙ୍ଗର ସବୁପ୍ରକାର ସ୍ବାଭାବକୁ ପାଖରୁ ଜାଣିଥିବାରୁ ଆପଣଙ୍କ ଯେକୌଣସି ପରିସ୍ଥିତିରେ ଉତ୍ତେଜିତ ନ କରାଇ ଭଲଭାବେ ସମ୍ଭାଳି ନିଏ।

-ସ୍ବାର୍ଥପର ସାଙ୍ଗ ସେହିମାନେ ହୋଇଥାନ୍ତି, ଯେଉଁମାନେ ନିଜ ସମୟ ବିତାଇବା ପାଇଁ ଅପଣଙ୍କୁ ଖୋଜିଥାନ୍ତି। ନଚେତ ସୁଖଦୁଃଖ ଉଭୟ ସମୟରେ ଏକ ଭଲ ସାଙ୍ଗ ହିଁ ପାଖରେ ଥାଏ। ଭଲ ସାଙ୍ଗକୁ ଆପଣଙ୍କ ସମ୍ପର୍କରେ ସବୁ ଗୁପ୍ତ କଥା ଜଣାଇଥିଲେ ମଧ୍ୟ ସେ ତା’ର କେବେ ଫାଇଦା ଉଠାଇ ନ ଥାଏ।

ଭଲ ସାଙ୍ଗ ସବୁବେଳେ ଆପଣଙ୍କ ସହ ସମୟ ବିତାଇବାକୁ ଚାହିଁଥାନ୍ତି। ଦରକାର ବେଳେ ଆପଣଙ୍କ ମୁହଁରୁ ଯାହାର ନାଁ ବାହାରେ ସେ ହିଁ ଆପଣଙ୍କ ପ୍ରିୟ ସାଙ୍ଗ।

ଆପଣଙ୍କ କୌଣସି କଥା ସାଙ୍ଗକୁ କଷ୍ଟ ଦେଲେ ସେ ଅନ୍ୟମାନଙ୍କୁ ନ କହି କେବଳ ଆପଣଙ୍କୁ କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ଉଠି ନିଶ୍ଚୟ କରନ୍ତୁ ଏହି ୪ କାମ; ସବୁ କାର୍ଯ୍ୟରେ ହେବେ ସଫଳ…

ଚାଣକ୍ୟଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ପ୍ରତିଟି ସମସ୍ୟା ଏବଂ ତାର ସମାଧାନର ବାଟ ରହିଛି। ଆଜି ବି ଏହି ଜ୍ଞାନ ଲୋକଙ୍କୁ ଆଗକୁ...

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ଭାଗ୍ୟଶାଳୀ ହୋଇଥାନ୍ତି ସ୍ବାମୀ; ଜାଣନ୍ତୁ କ’ଣ କହିଛନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

ଘରେ ଯଦି କିଛି ବାସ୍ତୁ ଦୋଷ ଥାଏ, ଜାଣନ୍ତୁ କିପରି କରିବେ ଠିକ୍‌…

ଘରେ ଯଦି କିଛି ବାସ୍ତୁ ଦୋଷ ଥାଏ,ତା’ହେଲେ ତାହାକୁ କିପରି ସରଳ ଉପାୟରେ ଠିକ୍‌ କରାଯାଇପାରିବ ଜାଣନ୍ତୁ ସେ ସମ୍ପର୍କରେ… * ଘରେ କିଛି ବାସ୍ତୁ...

ବଜାରରୁ ଆଣିଥିବା ପନିର ଅସଲି କି ନକଲି କିଭଳି ଜାଣିବେ? ଆପଣାନ୍ତୁ ଏଭଳି ସହଜ ଉପାୟ…

ଆଜିକାଲି ସମୟରେ ବଜାରରେ ଚାଉଳଠାରୁ ଆରମ୍ଭ କରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନକଲି ମିଳୁଛି। ଫଳରେ ଲୋକେ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଭଳି...

ଝଗଡ଼ା ଯେତେ ହେଉ ନା କାହିଁକି ଏଭଳି ସ୍ତ୍ରୀ…

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି...

ଓଜନ କମାଇବା ସମୟରେ ଖାଆନ୍ତୁନି ଏହି ଫଳ, ଜାଣନ୍ତୁ ଏକ୍ସପର୍ଟଙ୍କ ଠାରୁ…

ଆଜିକାଲି ଖରାପ ଖାଦ୍ୟପେୟ ଏବଂ ଜୀବନଶୈଳୀ ଯୋଗୁଁ ଲୋକମାନେ ଓଜନ ବୃଦ୍ଧି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମେଦବହୁଳତା କେବଳ ଆତ୍ମବିଶ୍ୱାସ ହ୍ରାସ କରେ ନାହିଁ ବରଂ...

ମୋବାଇଲରେ ଆସୁଥିବା ନୋଟିଫିକେଶନ କରିପାରେ ମାରାତ୍ମକ ରୋଗ, ଜାଣିଲେ ତାଜୁବ ହେବେ

Mobile Notification Side Effects : ମୋବାଇଲ ଫୋନ ଆମ ସମସ୍ତଙ୍କ ଜୀବନର ଏକ ଅଂଶ ହୋଇଗଲାଣି। ଆମେ ସକାଳେ ଉଠିବା ଠାରୁ ବିଳମ୍ବିତ ରାତିରେ...

Weight Loss Diet in 1 Month : ମାସକରେ ଓଜନ କମାଇବା ପାଇଁ ଚାହୁଁଛନ୍ତି? ଏହି ୭ଟି ଖାଦ୍ୟ ଡେଲି ରୁଟିନ୍‌ରେ କରନ୍ତୁ ସାମିଲ୍‌

Weight Loss Diet in 1 Month : ଶୀଘ୍ର ଓଜନ ହ୍ରାସ କରିବା ପାଇଁ, ଆମେ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁ। କିଛି ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image