![](https://www.dharitri.com/wp-content/uploads/2020/06/WhatsApp-Image-2020-06-12-at-16.33.03-1.jpeg)
ଭୁବନେଶ୍ୱର,୧୨।୬(ବ୍ୟୁରୋ)-ପ୍ରବଳ ଗହଳି ଯୋଗୁ ଶୁକ୍ରବାର ଭୁବନେଶ୍ୱର ମାର୍କେଟ ବିଲଡିଂକୁ ସିଲ୍ କରି ଦିଆଯାଇଛି। କରୋନା କଟକଣାର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଜୋନାଲ ଡେପୁଟି କମିଶନର ଏହାକୁ ସିଲ୍ କରିଛନ୍ତି। ଆସୁଥିବା ରଜ ପର୍ବ ତା ସହିତ ୨ ଦିନିଆ ଶଟଡାଉନ ଯୋଗୁ ସକାଳୁ ଗହଳି ପରିଲକ୍ଷିତ ହେଉଥିଲା।