ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ: ୩୯ ଲକ୍ଷରେ ବିକ୍ରି ହେଲା ୩୦.୮୫ କିଗ୍ରା ଓଜନର ବଡ଼ମାଛ

ଆବୁଧାବି,୬।୨:ଅନ୍ତର୍ଜାତୀୟ ମାଛଧରା ପ୍ରତିଯୋଗିତାରେ ଆବୁଧାବି ଚାମ୍ପିୟନ୍‌ ହୋଇଛି। ଅନ୍ତର୍ଜାତୀୟ ମେରାଇନ୍‌ ସ୍ପୋର୍ଟ କ୍ଲବ୍‌ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଆବୁଧାବିର ହମଦାନ୍‌ ଅବଦୁଲା ଅଲ୍‌ଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି। ସେ ୩୦.୮୫ କିଗ୍ରା ଓଜନର ବଡ଼ ମାଛ ଧରି ଥିଲେ। ଏହି ବୃହତ୍‌ ମାଛ ୩୯ ଲକ୍ଷ ଟଙ୍କାର ନିଲାମ ହୋଇଥିଲା। ସେହିପରି କୁଏତ୍‌ର ରଶିଦ୍‌ ଅଲ୍‌ କ୍ୟୁଏସି ୨୯.୩୩ କିଗ୍ରା ଓଜନର ମାଛ ଧରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ତାରିକ୍‌ ଅଲ୍‌ ମନସୈରୀ ୨୯.୧୧ କିଗ୍ରା ମାଛ ଧରି ତୃତୀୟ ସ୍ଥାନରେ ରହିଥିଲେ। ସମସ୍ତ ପ୍ରତିଯୋଗୀଙ୍କ ଦ୍ୱାରା ଧରାଯାଇଥିବା ମାଛକୁ ବିକ୍ରି କରାଯାଇଥିଲା। ଏଥିରୁ ଏକ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ଷଡଯନ୍ତ୍ର ରହୁଛି ଏହି ଛୋଟ ଦେଶ: ପାକିସ୍ତାନ-କାନାଡ଼ାଠାରୁ ବି ନେଲା ବଡ଼ ପଦକ୍ଷେପ

କାଠମାଣ୍ଡୁ,୪।୧୧: ନିକଟରେ ନେପାଳ ଏହାର ୧୦୦ ଟଙ୍କିଆ ନୋଟକୁ ପୁନଃଡିଜାଇନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ନେପାଳ ଏବଂ ଭାରତ ମଧ୍ୟରେ ତିକ୍ତତା...

କାନାଡ଼ା ସରକାରଙ୍କୁ ମୁହଁତୋଡ଼ ଜବାବ ଦେଳେ ମୋଦି: ହିନ୍ଦୁ ମନ୍ଦିର ଆକ୍ରମଣକୁ କଡ଼ା ନିନ୍ଦା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୪ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି...

ସରକାରୀ ଡାକ୍ତରଖାନାରେ ୟୁଟ୍ୟୁବ୍‌ ଦେଖି  ଇସିଜି କରୁଛନ୍ତି ଲ୍ୟାବ ଆଟେଣ୍ତାଣ୍ଟ: ଭିଡିଓ ଭାଇରାଲ ପରେ…

  ସ୍ବାସ୍ଥ୍ୟ ସେବାରେ ଅଭାବନୀୟ ଘଟଣା। ୟୁଟ୍ୟୁବ୍‌ ଦେଖି ଚାଲିଛି ରୋଗୀଙ୍କ ଚିକିତ୍ସା ।  ଡାକ୍ତର ନୁହଁନ୍ତି ଲ୍ୟାବ ଆଟେଣ୍ତାଣ୍ଟ ୟୁଟ୍ୟୁବ୍‌ ଦେଖି କରୁଛନ୍ତି ଇସିଜି...

ପୁଣି ବଢିବ ତେଲ ଦର: ଉତ୍ପାଦନକାରୀ ଦେଶ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୧୧: ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ଉତ୍ପାଦନକାରୀ ରାଷ୍ଟ୍ର(ଓପେକ ପ୍ଲସ)ଗୁଡିକ ନିଷ୍ପତ୍ତି ନେବା ପରେ ତେଲ ମୂଲ୍ୟ ୨ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ...

କମଲା ଜିତିଲେ ଅପରାଧୀଙ୍କ ପାଇଁ ଖୋଲିଦେବେ ବର୍ଡର: ଟ୍ରମ୍ପ

ଓ୍ବାଶିଂଟନ,୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି କମଲା ହାରିସ ଚଳିତ ନିର୍ବାଚନରେ ବିଜୟୀ ହୁଅନ୍ତି...

ପାକିସ୍ତାନ କହିଲା ଦିଲ୍ଲୀ ନୁହେଁ ଲାହୋର ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର

ଇସଲାମାବାଦ,୪।୧୧: ଲଗାତାର ଧୂଆଁ ଯୋଗୁଁ ପାକିସ୍ତାନ ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋରର ବାସିନ୍ଦାଙ୍କୁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI)...

କ୍ଷୀରଚୋରା ଗୋପୀନାଥଙ୍କ ମନ୍ଦିର ନିର୍ମାଣ ପାଇଁ ସୀତାଦେବୀଙ୍କ ଇଚ୍ଛାପତ୍ର

କୋଣାର୍କରେ ମନ୍ଦିର ନିର୍ମାଣ ସମୟରେ ଭାରତର ତଥା ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି ବାସ୍ତୁଜ୍ଞାନୀ, ଶାସ୍ତ୍ରଜ୍ଞ, ସାଧୁସନ୍ଥ, ଅନୁଭବୀ ଶିଳ୍ପୀଙ୍କୁ ଗଜପତି ଲାଙ୍ଗୁଳା ନରସିଂହଦେବ ଆମନ୍ତ୍ରଣ...

ରାଜା-ରାଣୀଙ୍କ ଉପରକୁ କାଦୁଅ ଫୋପାଡି ବିରୋଧ କଲେ ଜନତା

ମାଦ୍ରିଦ,୪।୧୧: ଦଶନ୍ଧି ମଧ୍ୟରେ ସ୍ପେନ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି । ଏହି ବନ୍ୟାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri