Posted inVideo

ମୋ ବାପା… Happy Father’s Day

Featured Video Play Icon

ମା, ବାପାଙ୍କ ହାତ ଧରି ଆମେ ଦୁନିଆ ଦେଖିଥାଉ । ମା ଜନ୍ମ ସିନା ଦେଇଥାନ୍ତି, ହେଲେ ବାପା ଦୁନିଆରେ ବାଟ ଚାଲିବା ଶିଖାଇଥାନ୍ତି । ପିଲାବେଳୁ ଯାହାଙ୍କୁ ଡରି ଖାଇବା ଠାରୁ ଆରମ୍ଭ କରି ପାଠ ପଢିବା ପର୍ଯ୍ୟନ୍ତ ସବୁକିଛି ଆମେ କରୁଥିଲେ, ମା ଫୋନ କରି ଯାହାଙ୍କ ନାଁ କହିଲେ ଆମେ ସାଙ୍ଗ ସାଥୀ ମସ୍ତି ସବୁକିଛି ଛାଡି ଘରକୁ ଚାଲି ଆସୁ । ଯାହାଙ୍କ ଡର ଆମକୁ ଭଲ ମଣିଷ ହେବାର ସୁଯୋଗ ଦେଇଛି, ସେ ହିଁ ଆମ ବାପା…


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri