ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌ ଘଟ୍‌ନା: ଗାଁରେ ପୁହୁଁଚିଲେ ଡାକ୍‌ତରୀ ଦଲ

ଗୁଡ଼ଭେଲା,୨୧ା୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଡୁଙ୍ଗିବାହାଲ ଗଁାର ମେଘନାଦ ରଣାକଁର ଝି’ ହେଉଛନ୍‌ ରୂପେଲି(୩)। ସେ ଜନମ୍‌ ହେବାର ଦୁଇ ମାସ ଉତାରୁ ରୂପେଲିର ଦିହିପା ଖରାପ ହେଲା। ମା’ବାପ୍‌ ଝି’କେ ପହେଲା ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ପଛେ ଜିଲା ମୁଖିଆ ଡାକ୍‌ତରଖାନା ଆର ବୁର୍ଲାକେ ନେଇ ଚିକିଛା କରାଲେ, ହେଲେ କିଛି ଲାଭ୍‌ ନାଇଁ ହେଲା। ଇଆଡ଼େ ରୂପେଲିର ମୁଡ଼ ବଢ଼ୁଥିଲାବେଲେ ସେ ହିସାବେ ଗୋଡ଼ହାତ୍‌ ନାଇଁ ବଢ଼ବାର। ବଏସ୍‌ ବଢ଼ୁଥିଲେ ବି ସେ ଚାଲବୁଲ କି କଥାବାରତା ନାଇଁ କରିପାରବାର। ରୂପେଲିର ମୁଡ଼ର ଉଜନ ବଢ଼ବାରେ ଲାଗିଥିଲାବେଲେ ସେ ମୁଡ଼ ସିଧା କରି ରଖି ନାଇଁପାରବାର। ତାହାକୁ ସବୁବେଲେ ସଜେ ବତ୍‌ରେ ପାଇ କଲେଯାଇ, ନାଇଁ ହେଲେ ଅନେକ ସମିଆରେ ତାକର ଗୋଡ଼ହାତ୍‌ ଭାଂଗି ଯାଉଛେ ଆର ଦିନାକେତେ ଉତାରୁ ତାର ମନ୍‌କେ ଯୁଡ଼ି ହେଇଯାଉଛେ। ଇଆଡ଼ ମେଘନାଦ କୁଲି ମଜୁରି କରି ଦୁଇ ପଏସା ଆନ୍‌ଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ସେ ଝି’ର ଉଚ ଚିକିଛା କଥା ଚିନ୍‌ତା କରି ନାଇଁପାରବାର। ସେନ୍‌ତା ଇ ପରିବାରଟା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବୀମା ଯୋଜନାରେ ବି ସାମିଲ ନାଇଁ ହେଇପାରି। ଇ ବାବ୍‌ଦେ ଗଲା ୧୮ ତାରିଖ୍‌ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ‘ରୂପେଲିର ଚିକିଛା ଲାଗି ଟଁକା ଅଭାବ୍‌, ଚିନ୍‌ତାରେ ଗରିବ୍‌ ମା’ବାପ୍‌’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଡା.ପ୍ରଶାନ୍ତ ସିଂ ଧରୁଆ ଆର ଡା.ସ୍ମରଣିକା ପଣ୍ଡାକଁର ମଂଗୁଆଲତିରେ ଗୁଟେ ଡାକ୍‌ତରୀ ମଙ୍ଗଲବାର ମେଘନାଦକଁର ଘରେ ପୁହୁଁଚିଥିଲେ। ଡାକ୍‌ତରୀ ଦଲର କହେବାର ହିସାବେ ରୂପେଲିର ଚିକିଛା ଲାଗି ତାହାକୁ ଦୁଇ ଥର ବୁର୍ଲା ପଠାଯାଇଥିଲା। ହେଲେ ପରିବାର ଲୋକ୍‌ ଛୁଆର ଦିହିପାରେ କିଛି ପରିବରତନ୍‌ ନାଇଁ ହେବାର ଭାବି ଆଗ୍‌କେ ନାଇଁ ବଢ଼ବାର ଲେଖେଁ ଲାଗୁଛେ ବଲି ଡାକ୍‌ତରି ଦଲ୍‌ କହିଥିଲେ। ହେଲେ ଆମେ ପରିବାର ଲୁକ୍‌କୁ ବୁଝାସୁଝା କରି ରୂପେଲିର ଚିକିଛା ଲାଗି ପଦକ୍ଷେପ ନେମୁ ବଲି ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍‌କାରୀ ଡା.ବିବେକ ଧରୁଆ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ପୁରିନି ୭ ମାସ: ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ଢେଙ୍କାନାଳ,୨୯ା୧୦(ରତନ ନାୟାର): ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍‌ର ଶରତ ମହାପାତ୍ରଙ୍କୁ ଗତ ୭ ମାସ ତଳେ ବିବାହ କରିଥିବା ମୌସୁମୀ ମଧୁସ୍ମିତାଙ୍କ ରବିବାର ସନ୍ଦେହଜନକ...

ପରକୀୟା ପ୍ରୀତି: ତହସିଲଦାରଙ୍କ ଡ୍ରାଇଭରଙ୍କୁ ଉଲଗ୍ନ କରି ଆଣ୍ଠେଇ ଚଲାଇଲେ

ପାଟଣା,୨୯ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ପାଟନାଳୀ ସାହିରେ ପରକୀୟା ପ୍ରୀତିକୁ ନେଇ କଙ୍ଗାରୁ କୋର୍ଟ ହୋଇଛି। ଜଣେ ଯୁବକଙ୍କୁ ଗ୍ରାମବାସୀ...

ସିମନବାଡି ଅଞ୍ଚଳରେ ବଢୁଛି ଚୋରା ମଦ କାରବାର

ଦାରିଙ୍ଗବାଡି,୨୯।୧୦(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ବଢୁଛି ଚୋରି। ସୋମବାର ବିଳମ୍ବିତ ରାତିରେ ସିମନବାଡିର ବ୍ୟବସାୟୀ ବିଭୁତିଭୂଷଣ ସାହୁଙ୍କ ଗୋଦାମରୁ ଏକାଧିକ ହଳଦୀ...

ନଭେମ୍ବର ଆରମ୍ଭରୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର,୨୯ା୧୦: ବାତ୍ୟା ‘ଦାନା’ ପ୍ରଭାବରେ ରାଜ୍ୟ ବାୟୁମଣ୍ଡଳରେ ଏକ ପୂର୍ର୍ଣ୍ଣିି ବଳୟ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ଜଳୀୟବାଷ୍ପକୁ ଧରି ରଖିଥିବାରୁ ରାଜ୍ୟରେ ତାପମାତ୍ରା କମୁନାହିଁ।...

ଉପମୁଖ୍ୟମନ୍ତ୍ରଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ସୁଭଦ୍ରା ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟ

ଭୁବନେଶ୍ୱର,୨୯।୧୦ (ସୁନିତ୍‌ ମିଶ୍ର):‘ସୁଭଦ୍ରା’ର ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟ ଟଙ୍କା ଖୁବ୍‌ଶୀଘ୍ର ମିଳିବ। ଏହି ପର୍ଯ୍ୟାୟରେ ବାକିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ...

୧୦୮ ଆମ୍ବୁଲାନ୍ସ ମହାସଙ୍ଘର ଚେତାବନୀ: ଦାବି ପୂରଣ ନ ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ): ଅଲ୍‌ ଓଡ଼ିଶା ୧୦୮ କର୍ମଚାରୀ ମହାସଙ୍ଘ କଳାହାଣ୍ଡି ଶାଖା ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ ଏବଂ ସିଡିଏମ୍‌ଓଙ୍କୁ ଏକ ୧୧ ଦଫା...

ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର...

ପାରିଶ୍ରମିକ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ଆଣିଲେ ସ୍ବେଚ୍ଛାଗ୍ରାହୀ

କୋକସରା,୨୮ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପାରିଶ୍ରମିକ ବୃଦ୍ଧି ଓ ଥଇଥାନ ନେଇ କଳାହାଣ୍ଡି ଜିଲା ସ୍ବେଚ୍ଛାଗ୍ରାହୀ ସଂଘ ପକ୍ଷରୁ ସଭାପତି ତେଜରାଜ ଦୁରିଆଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri