କରୋନା ମହାମାରୀ ପାଇଁ ପାଖାପାଖି ୫୦ ଦିନ ହେଲା ଦେଶରେ ଯାତ୍ରୀବାହୀ ଟ୍ରେନ୍ ସେବା ବନ୍ଦ ରହିଥିବାବେଳେ ଆଜିଠୁ ପର୍ଯ୍ୟାୟକ୍ରମେ କେତେକ ରୁଟ୍ରେ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ରେଲଓ୍ବେ ପକ୍ଷରୁ ନୂଆ ଗାଇଡ୍ଲାଇନ ଜାରି କରାଯାଇଛି।