ଲଣ୍ଡନରେ ଦିଲ୍ଲୀ ହିଂସାକୁ ବିରୋଧ: ଶାହାଙ୍କ ଇସ୍ତଫା ଦାବି

ଇଂଲଣ୍ଡ,୧।୩: ଦିଲ୍ଲୀରେ ଘଟିଥିବା ଭିଡ ହିଂସାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଏହା ବିରୋଧରେ ଲଣ୍ଡନ, ପ୍ୟାରିସ୍‌,ବ୍ରସେଲ୍ସ୍‌, ଜେନେଭା, ହେଲସିଙ୍କ୍‌,କାରାକୋୱ, ଦି ହଗ୍‌, ଷ୍ଟକ୍‌ହୋମ୍‌, ଡବଲିନ୍‌, ବର୍ଲିନ୍‌, ମ୍ୟୁନିଚ୍‌, ଗ୍ଲାସ୍‌ଗୋ ଆଦି ୧୬ଟି ୟୁରୋପିଆନ୍ ସହରରେ ବାସ କରୁଥିବା ପ୍ରବାସୀ ଭାରତୀୟମାନେ ପ୍ରଦର୍ଶନ କରିଛନ୍ତି। ସାଉଥ୍‌ ଏସିଆ ସଲିଡାରିଟି ଗ୍ରୁପ୍‌ ନାମକ ଏକ ସଂଗଠନ ପକ୍ଷରୁ ଏଭଳି କରାଯାଇଛି। ଦିଲ୍ଲୀ ହିଂସା ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଏହି ସଂଗଠନ ଉତ୍ତରଦାୟୀ କରିଛି। ନୈତିକତା ଦୃଷ୍ଟିରୁ ଶାହା ଇସ୍ତଫା ଦେବା ଆବଶ୍ୟକ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହା ସହିତ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିବା ଭାଜପା ନେତାଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଦର୍ଶନକାରୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କୋ ରୁବିଓ ହେବେ ଆମେରିକା ପରରାଷ୍ଟ୍ର ସଚିବ

ଓ୍ବାଶିଂଟନ, ୧୩।୧୧: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଫ୍ଲୋରିଡା ସିନେଟର ଥିବା ମାର୍କୋ ରୁବିଓ(୫୩)ଙ୍କୁ ଦେଶର ପରରାଷ୍ଟ୍ର ସଚିବ ପଦ ପାଇଁ ମନୋନୀତ...

ଜଳବାୟୁ ପରିବର୍ତ୍ତନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ

ବାକୁ, ୧୩।୧୧ : ଅଜରବୈଜନର ରାଜଧାନୀ ବାକୁରେ ମଙ୍ଗଳବାର ମିଳିତ ଜାତିସଂଘର ୨୯ତମ ବାର୍ଷିକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୯)ରେ ବିଶ୍ୱର ବିଭିନ୍ନ ଦେଶର ନେତା ଯୋଗ...

ଋଷିଆ ଖୋଲିବ ଯୌନ ମନ୍ତ୍ରଣାନଳୟ, ସ୍ବାମୀ-ସ୍ତ୍ରୀଙ୍କ ଘରେ ରାତିରେ ଜଳିବନି ଲାଇଟ୍‌, ଅଫିସ୍‌ ବ୍ରେକ୍‌ରେ ରଖିପାରିବେ ଶାରୀରିକ ସମ୍ପର୍କ

ମସ୍କୋ,୧୨।୧୧: ଟେନସନରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ ହେଲା ଦିନରୁ ଦ୍ରୁତ ଗତିରେ କମିବାରେ ଲାଗିଛି ଦେଶର ଜନସଂଖ୍ୟା...

ମୁଁ ଆପଣଙ୍କୁ ଭେଟିବାକୁ ଚାହୁଁଛି ସାର୍‌, ଟ୍ରମ୍ଫଙ୍କ ସହ ଫୋନରେ କଥା ହେଲେ ଇଣ୍ଡୋନେସିଆ ରାଷ୍ଟ୍ରପତି, ଭିଡିଓ ଭାଇରାଲ

ଜାକର୍ତ୍ତା/ଓ୍ବାଶିଂଟନ,୧୨।୧୧: ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବଓ ସୁବିଆଣ୍ଟୋ ବର୍ତ୍ତମାନ ଆମେରିକା ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏହା ପରେ ସେ ଏକ ଫୋନ କଲ ମାଧ୍ୟମରେ ଡୋନାଲ୍ଡ ଟ୍ରମ୍ପଙ୍କୁ...

ଷ୍ଟିଫେନ ମିଲରଙ୍କୁ ଇମିଗ୍ରେସନ ପଲିସିର ଦାୟିତ୍ୱ ଦେବା ପରେ, ଟେନସନ ହେଲେଣି ଭାରତୀୟ!

ଓ୍ବାଶିଂଟନ,୧୨।୧୧: ଡୋନାଲ୍ଡ ଟ୍ରମ୍ପ ଇମିଗ୍ରେସନ ବିଶେଷଜ୍ଞ ଷ୍ଟିଫେନ ମିଲରଙ୍କୁ ତାଙ୍କର ଡେପୁଟି ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଉପରାଷ୍ଟ୍ରପତି ହେବାକୁ ଯାଉଥିବା ଜେଡି ଭାନ୍ସ ଷ୍ଟିଫେନଙ୍କୁ...

ଟ୍ରମ୍ପ-ପୁଟିନ୍‌ଙ୍କ ସିକ୍ରେଟ୍‌ ଡିଲ୍‌: ୟୁକ୍ରେନର ଅବସ୍ଥା ଏବେ ହେବ କ’ଣ

ମସ୍କୋ/ଓ୍ବାଶିଂଟନ୍‌,୧୨।୧୧:ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲୋଚନା କରିଥିଲେ। ଅସ୍ତ୍ରବିରତି ସୂତ୍ର ଉପରେ ମଧ୍ୟ...

ଟ୍ରମ୍ଫ ନା ହାରିସ୍‌, ନିର୍ବାଚନୀ ପ୍ରଚାରରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି କିଏ? ଶୁଣିଲେ ଉଡିଯିବ ହୋସ୍‌

ଓ୍ବାଶିଂଟନ୍‌,୧୨।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମାପ୍ତ ହୋଇଛି, କିନ୍ତୁ ନିର୍ବାଚନ ପ୍ରଚାରର ଅନେକ ଖୁଲାସା ବର୍ତ୍ତମାନ ଧୀରେ ଧୀରେ ସାମ୍ନାକୁ ଆସିଛି। ଏକ ନୂତନ ରିପୋର୍ଟ...

ପାକିସ୍ତାନରେ ବଢୁଛି ପ୍ରଦୂଷଣର ମାତ୍ରା, ପଞ୍ଜାବରେ ୧କୋଟିରୁ ଅଧିକ ଶିଶୁଙ୍କ ଜୀବନ ବିପଦରେ

ଲାହୋର,୧୨।୧୧: ଏବେ ପାକିସ୍ତାନ ଗୁରୁତର ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି। ଦେଶର ଅନେକ ସହରରେ ଦିଲ୍ଲୀର ବାୟୁ ପ୍ରଦୂଷଣଠାରୁ ୪-୫ ଗୁଣରୁ ଅଧିକ ଅଟେ। ମୁଲତାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri