Posted inଫୁରସତ

ସବୁଠାରୁ ଦାମୀ ଜୋତା, ମୂଲ୍ୟ ୧୨୩ କୋଟି ଟଙ୍କା

ଗହଣା ଏବଂ ପୋଷାକ ଭଳି ଜୋତା ମଧ୍ୟ ଆଭିଜାତ୍ୟର ଏକ ଅଂଶ ବିଶେଷ। ତେଣୁକରି ତ କୁହାଯାଏ ଜଣେ ବ୍ୟକ୍ତିଙ୍କ ପ୍ରକୃତ ବ୍ୟକ୍ତିତ୍ୱ ସେ ପିନ୍ଧିଥିବା ଜୋତାରୁ ଜଣାଯାଏ। ତେବେ ଦାମୀ ଗହଣା, ଦାମୀ ପୋଷାକ ଭଳି ପୃଥିବୀର ସବୁଠାରୁ ଦାମୀ ଜୋତା ଏବେ ପ୍ରଦର୍ଶିତ ହୋଇଛି ଦୁବାଇଠାରେ, ଯାହାର ମୂଲ୍ୟ ରହିଛି ୧୭ ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୧୨୩ କୋଟି ଟଙ୍କା। ୟୁଏଇ ସ୍ଥିତ ବ୍ରାଣ୍ଡ ଜଡା ଦୁବାଇ ଏବଂ ପ୍ୟାଶନ ଜୁଏଲର୍ସର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ଏହି ଲଗ୍‌ଜୁରୀ ଜୋତାରେ ହୀରା ଏବଂ ସୁନାର ବ୍ୟବହାର କରାଯାଇଛି। ୧୦୦ରୁ ଅଧିକ ହୀରାଖଚିତ ଏହି ଜୋତାରେ ଦୁଇଡି ଦୁର୍ଲଭ ହୀରା ମଧ୍ୟ ଲଗାଯାଇଛି। କେବଳ ସେତିକି ନୁହେଁ, ଏହି ଜୋତା ଭିତରେ ଥିବା ଦୁଇଟି କମ୍ପାନୀର ଲୋଗୋ ମଧ୍ୟ ପ୍ରସ୍ତୁତ ହୋଇଛି ସୁନାରେ।


Enter your email to get our daily news in your inbox.

All Right Reserved By Dharitri.Com

ନବଜାତ ଶିଶୁ କାନ୍ଦନ୍ତି କାହିଁକି: କ’ଣ କୁହେ ବିଜ୍ଞାନ, ପୁରାଣ…

ଅସହନୀୟ ପ୍ରସବ ଯନ୍ତ୍ରଣା ପରେ ମା’ ଜନ୍ମଦିଏ ସନ୍ତାନକୁ। ଆଉ ଯେବେ ସେ ଶୁଣେ ଶିଶୁର ପ୍ରଥମ କୁଆଁ କୁଆଁ କାନ୍ଦ ତା’ ମନରେ ଭରିଯାଏ...

ପିଲା ମୋବାଇଲ ଛାଡି ବହି ଧରନ୍ତୁ

ଖବରକାଗଜ ଓ ପତ୍ରପତ୍ରିକା ବିନା ଏକ ଆଧୁନିକ ସମାଜର କଥା ଚନ୍ତା କରାଯାଇ ନ ପାରେ। ଯାହାକୁ ଖୁବ୍‌ ଭଲଭାବେ ଅନୁଭବ କରିଛନ୍ତି ଅନେକ ମଣିଷ।...

ପ୍ରଥମ ଦରମା ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି: ସାହିତି୍ୟକ ତଥା ପ୍ରଶାସନିକ ଅଧିକାରୀ ଧନଞ୍ଜୟ ସ୍ବାଇଁ

୧୯୯୦ ମସିହାର କଥା। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ଅବିଭକ୍ତ କୋରାପୁଟ ଜିଲାରେ ପ୍ରଶିକ୍ଷଣ ନେବା ପାଇଁ ସଚିବାଳୟରୁ ଡାକରା ଆସିଲା।...

କୁନି ବୟସରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଏସବୁ ୟୁଟ୍ୟୁବର, ସାକ୍ଷାତକାରରେ ଅଧିକ ଜାଣନ୍ତୁ…

ଭଲରେ କଥା କହି ପାରୁ ନଥିବା ବୟସରେ ଏମାନେ ନାଚ, ଗୀତ, ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ତା’ସହିତ ସୋସିଆଲ ମିଡିଆରେ ଭାଇରାଲ୍‌...

ମଡେଲ ନୁହନ୍ତି, ଇଲେକ୍ଟ୍ରିସିଆନ୍‌

ଗ୍ଲାସ୍‌ଗୋ: ସମାଜରେ ଏପରି କିଛି ବୃତ୍ତି ରହିଛି, ଯାହା ମହିଳାମାନଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ବିବେଚନା କରାଯାଇଥାଏ। ଜଣେ ବିଜୁଳି ମସ୍ତ୍ରି ବା ଇଲେକ୍ଟ୍ରିସିଆନ୍‌ଙ୍କର...

ନା ଏସିର ପାଣି, ନା ଚରଣାମୃତ, ତେବେ ମନ୍ଦିରରେ କ’ଣ ପିଉଥିଲେ ଭକ୍ତ? ଭାଇରଲ ହେଉଛି ଭିଡିଓ

ଲକ୍ଷ୍ନୌ,୫।୧୧: ସୋମବାରଠାରୁ ଉତ୍ତର ପ୍ରଦେଶ ବାଙ୍କେ ବିହାରୀ ମନ୍ଦିରକୁ ନେଇ ଆଲୋଚନା ଚାଲିଛି। ମନ୍ଦିରର ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଭକ୍ତମାନେ ହାତୀ ମୁହଁରୁ...

ମହାକାଶରୁ ଫେରିଲେ ୩ ଚାଇନା ଆଷ୍ଟ୍ରୋନଟ୍‌

ବେଜିଂ: ଚାଇନାର ୩ ମହାକାଶଚାରୀ ଗତ ୬ ମାସ ଧରି ଟିଆନ୍‌ଗୋଙ୍ଗ୍‌ ମହାକାଶ ଷ୍ଟେଶନରେ ବିତାଇବା ପରେ ସୋମବାର ସୁରକ୍ଷିତ ଭାବେ ପୃଥିବୀକୁ ଫେରି ଆସିଛନ୍ତିଛନ୍ତି।...

ସୁନାମି ସଚେତନତା ନିହାତି ଜରୁରୀ

ପ୍ରତିବର୍ଷ ନଭେମ୍ବର ୫ରେ ବିଶ୍ୱ ସୁନାମି ସଚେତନତା ଦିବସ ପାଳନ କରାଯାଏ। ସୁନାମି ବିଷୟରେ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri