ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ହଳ ଆର ରାତ୍ର

ଅତାବିରା, ୧୭।୭ (ଡି.ଏନ୍‌.ଏ): ଆମର ସମାଜରେ ଅନେକ ଲୋକ୍‌ ପିଲାଛୁଆ ବିହାଚୁରା କରିସାଏଲେ, ଚାକରିରୁ ଅବସର ନେଲେ ଘରେ ବସି ରହୁଛନ୍‌। ଯେନ୍‌ଥିରଲାଗି ବିନା କାମ୍‌ଧଁଦାରେ ସେମାନେ ଅନେକ ସମିଆରେ ମାନସିକ୍‌ ଚାପ୍‌ରେ ରହେବାର ସଂଗେ ତାହାକୁ ନାନା ରୁଗ୍‌ଦୁଖ୍‌ ମାଡ଼ି ବସୁଛେ। ହେଲେ ସମାଜରେ ଏନ୍‌ତା ବି ଲୋକ୍‌ ଅଛନ୍‌ ଯେନ୍‌ମାନେ ଫିଦିନ କାମ୍‌ ନାଇଁ କଲେ ତାକର ମନ୍‌ ପଏରଛା ନାଇଁଲାଗେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଅଧୀନ ଉଦେପୁର ଗଁାରେ।
ଉଦେପୁର ଗଁାର ଦୁଇ ବୁରୁଧ୍‌ ରାତ୍ର ସେଟ(୭୫) ଆର ହଳ ଝାଙ୍କର(୮୦)। ଦୁଇ ବୁରୁଧ୍‌ ନିଜର ନିଜର ଛୁଆପିଲା ବିହାଚୁରା କରି ନାତି ନାତେନ୍‌ ଦେଖ୍‌ଲେନ। ଏହେଦେ ସେମାନେ ନାତି ନାତେନକର ସଂଗେ ମଜାମଜଲିସ କରବାର ସଂଗେ ପୁଓ ବହରନୁ ସେବା ଯତନର ଆଶ୍‌ କରବାର କଥା। ହେଲେ ଦୁଇ ବୁରୁଧ୍‌ ଘରେ ବସି ରହିବାର ଜାଗାରେ ମହାନଦୀରୁ ମାଛ୍‌ ମାରି ଦୁଇ ପଏସା ରୁଜଗାର କରୁଛନ୍‌। ସେନ୍‌ତା ମାଛ୍‌ମରାରୁ ଫୁରସତ୍‌ ପାଏଲେ ଦୁଇ ବୁରୁଧ୍‌ ପିଁଢ଼ାରେ ବସି ମାଛ୍‌ମରା ଜାଲ ଗୁଁଥ୍‌ବାରେ ବାଇ ରହୁଛନ୍‌। ବଜାରରୁ ଇ ମାଛ୍‌ମରା ଜାଲ ଘିନ୍‌ଲେ ୧୫ଶହରୁ ୩ ହଜାର ଟଁକା ତକ୍‌ ପଡ଼ୁଛେ। ହେଲେ ଦୁଇ ବୁରୁଧ୍‌ ଅବଛର ସମିଆକେ କାମେ ଲଗେଇ ଦୁଇ ପଏସା କମାବାର ସଂଗେ ନିଜର ମନ୍‌ ପଏରଛା କରୁଛନ୍‌। ଇ ବାବ୍‌ଦେ ସେମାନକୁ ପଚରାଲାରୁ ଘରେ ବସି ରହେଲେ ଜାଂଗଲ ପଡ଼ିଯିବା, ନାନା ରୋଗ୍‌ ମାଡ଼ି ବସବା। କାମ୍‌ କଲେ ଦିହିପା ପଏରଛା ଲାଗବାର ସଂଗେ ମନ୍‌ଟା ବି ସବୁବେଲେ ପରଫୁଲ ରହୁଛେ ବଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ପୋଲିସର ଭୁବନେଶ୍ୱରରେ ବଡ଼ ବୈଠକ, ଯୋଗଦେବେ…

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri