ମୁମ୍ବାଇ: ପୁର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ତଥା ଭାରତୀୟ ରାଜନୀତିର ଜଣେ କିମ୍ବଦନ୍ତୀ ମହିଳା ନେତା ସୁଷମା ସ୍ବରାଜଙ୍କ ମୃତ୍ୟୁକୁ ନେଇ ଶୋକରେ ବଲିଉଡ୍। କଳାକାରମାନେ ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ ଲେଖି ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ଅମିତାଭ ବଚ୍ଚନ ସୁଷମାଙ୍କ ସହ ନିଜର କିଛି ଫଟୋ ଶେୟାର କରି ସେ ଜଣେ ବିଚକ୍ଷଣ ନେତା, ଅଦ୍ଭୁତ ଭାଷାକାର ଥିଲେ ବୋଲି କହିବା ସହ ଆତ୍ମାର ଶାନ୍ତି ଲାଗି ପ୍ରାର୍ଥନା ବୋଲି କହିଛନ୍ତି। କଙ୍ଗନା ରାଣାଓ୍ବତ ସୁଷମା ଦେଶର ମହିଳା ସଶକ୍ତିକରଣର ଆଦର୍ଶ ଥିଲେ ବୋଲି କହିଥିଲେ। ପୁରା ଦେଶ ଏବେ ଶୋକରେ ବୋଲି ସେ ମଧ୍ୟ କହିଛନ୍ତି। ସେହିଭଳି ଗାୟକ ଅଦନାମ୍ ସାମୀ, ନିର୍ଦ୍ଦେଶକ ସୁଭାଷ ଘାଇ, କୋକିଳ କଣ୍ଠି ଲତା ମଙ୍ଗେସକର, ରନ୍ଦୀପ ହୁଡ଼୍ଡା, ହେମା ମାଳିନୀ, ସେଲିନା ଜେଟଲୀ, ଏକତା କପୁର, ଆୟୁଷ୍ମାନ ଖୁରାନ୍ନା, ସଞ୍ଜୟ ଦତ୍ତ ପ୍ରମୁଖ ସୁଷମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
T 3251 –
‘मृदुभाषी, सम्मोहक वक्ता,
मिलनसार, दुखहर्ता।
सुषमाजी जैसों का रिक्त स्थान कभी नहीं भरता।।’ ~ Ef V pic.twitter.com/upWSXevwaH— Amitabh Bachchan (@SrBachchan) August 7, 2019
My family & I are in complete shock to learn the tragic news of dear Sushma ji’s sudden demise. She was a motherly figure for all of us; an extremely respected stateswoman; exceptional orator & a very loving, caring & warm soul. Will miss her dearly.?#sushmaswaraj#RIPSushmaJi pic.twitter.com/bJCyKLeIa0
— Adnan Sami (@AdnanSamiLive) August 6, 2019
Deeply shocked and saddened to hear about Sushma Swaraj ji’s sudden demise.
A graceful and honest leader, a sensitive and selfless soul, a keen understanding of music and poetry and a dear friend. Our former external minister will be remembered fondly.— Lata Mangeshkar (@mangeshkarlata) August 6, 2019
A tall leader and a doer #sushmaswaraj .. never met her but feel saddened by her passing away .. an end of a chapter where Indians across the world felt there is someone looking after them .. #RIPSushmaswaraj .. Om Shanti ?? pic.twitter.com/5IQiRh6DOj
— Randeep Hooda (@RandeepHooda) August 6, 2019
In my younger years I got so much support from Shushma ji ! I still have pictures with her giving me my first award all over my office!gutted sad at d loss of a lady who taught me my first lesson… women should help women grow ! Thanku n rip shushmaji #RIPSushmaSwarajJi https://t.co/tyAHCa3vYf
— Ekta Kapoor (@ektaravikapoor) August 6, 2019