Posted inଜାତୀୟ

ହରିଶ ରାଓ୍ବତ ଅସୁସ୍ଥ

ଡେରାଡୁନ,୭।୧୦: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାଓ୍ବତ ଅସୁସ୍ଥ ହୋଇପଡିଛନ୍ତି। ସୋମବାର ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଡେରାଡୁନର ମାକ୍ସ ହସ୍ପିଟାଲରେ ତାଙ୍କର ଏମ୍‌ଆର୍‌ଆଇ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଶାସିତ ରାଜ୍ୟରେ ୧୦୦ ପ୍ରତିଶତ ବଢିଲା ମନ୍ତ୍ରୀ ବିଧାୟକଙ୍କ ଦରମା

ଅଗରତାଲା,୧୭।୧: ତ୍ରିପୁରା ବିଧାନସଭା ଏହାର ବିଧାୟକ ଏବଂ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି ପାଇଁ ଏକ ବିଲ ପାସ୍‌ କରିଛି। ଏହି ବୃଦ୍ଧି ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କଠାରୁ ବିଧାୟକଙ୍କ...

ଗର୍ଭବତୀ ମହିଳାଙ୍କୁ ମିଳିବ ୨୧,୦୦୦ ଟଙ୍କା, ଭାଜପା ଦେଲା ପ୍ରତିଶ୍ରୁତି

ନୂଆଦିଲ୍ଲୀ, ୧୭।୧: ଦିଲ୍ଲୀରେ ଆଗକୁ ବିଧାନସଭା ନିର୍ବାଚନ ଥିଲା ବେଳେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟରେ କ୍ଷମତାରେ ଥିବା ଆପ୍...

ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ୨୫ କୃଷକଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି

ନୂଆଦିଲ୍ଲୀ,୧୭।୧: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ମାମଲାରେ ଫିରୋଜପୁର କୋର୍ଟ ୨୫ଜଣ ଚାଷୀଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାରେ, IPCର ଧାରା ୩୦୭...

ଭାଜପାର ବଡ଼ ଘୋଷଣା, ମହିଳା-ବରିଷ୍ଠ ନାଗରିକଙ୍କୁ ମିଳିବ…

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ୫ ଫେବୃଆରୀରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ୮ ଫେବୃଆରୀରେ ଘୋଷଣା କରାଯିବ। ଏବେ ଆମ ଆଦମୀ ପାର୍ଟି ଏବଂ...

ମହାକୁମ୍ଭ ଛାଡିବେ ସୁନ୍ଦରୀ ସାଧ୍ୱୀ ହର୍ଷା ରିଛାରିଆ

ପ୍ରୟାଗରାଜ,୧୭।୧: ସଙ୍ଗମ ସହରରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭରେ, ବହୁ ସଂଖ୍ୟକ ଭକ୍ତ ସ୍ନାନ ପାଇଁ ପହଞ୍ଚୁଛନ୍ତି। ଏହି ସମୟରେ ଭାଇରାଲ ସାଧ୍ୱୀ ହର୍ଷା ରିଛାରିଆ ମହାକୁମ୍ଭ...

ଏମିତି ଏକ ବଡ଼ ଦାବି ନେଇ ମୋଦିଙ୍କୁ ଚିଠି ଲେଖିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ବଡ଼ ବାଜି ଖେଳିଛନ୍ତି। ଯୁବ ଭୋଟରଙ୍କୁ ନିଜ ପାଖରେ...

ଚିନ୍ତାରେ କରିନା! ସୈଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବେବୋ କହିଲେ…

ମୁମ୍ବାଇ,୧୭।୧: ଜାନୁଆରୀ ୧୫ ରାତି ପ୍ରାୟ ୩.୩୦ ସମୟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଜଣେ ଚୋର ଛୁରୀରେ ଆକ୍ରମଣ କରିଥିଲେ। ରିପୋର୍ଟ...

ସୈଫଙ୍କୁ ଛୁରାମାଡ଼ ଘଟଣା: ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ମୁମ୍ବାଇ,୧୭।୧: ଅଭିନେତା ସୈଫ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ସନ୍ଦିଗ୍ଧ ଯୁବକକୁ ମୁମ୍ବାଇ ପୋଲିସର ସ୍ପେଶାଲ ଟିମ ଗିରଫ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image