ହାଡ଼ ମଜଭୁତ କରେ କଞ୍ଚା ପନିର

ପନିର ଖାଇଲେ ଶରୀରରେ ଚର୍ବି ଅଂଶ ବୃଦ୍ଧି ପାଇଥାଏ ବୋଲି ଅଧିକାଂଶ ଲୋକଙ୍କ ମନରେ ଧାରଣା ଅଛି। ହେଲେ କଞ୍ଚା ପନିର ଶରୀର ପାଇଁ ଖୁବ୍‌ ଉପକାରୀ ବୋଲି ଗବେଷକମାନେ କହିଛନ୍ତି। ବିଶେଷ କରି ସକାଳ ଜଳଖିଆରେ ଖଣ୍ଡେ କଞ୍ଚା ପନିର ସାମିଲ କଲେ ଏଥିରୁ ଅନେକ ଲାଭ ମିଳିଥାଏ।
– କଞ୍ଚା ପନିରରେ କ୍ୟାଲସିୟମ ଓ ପ୍ରୋଟିନ ବ୍ୟତୀତ ଲିନୋଲାଇକ ଏସିଡ ଥାଏ। ଯାହା ଶରୀରର ଓଜନ କମ୍‌ କରିବାରେ ସହାୟକ ହୋଇଥାଏ।
– କ୍ୟାଲସିୟମ ଓ ଫସଫରସ ଥିବାରୁ କଞ୍ଚା ପନିର ହାଡ଼ ମଜଭୁତ କରିବାରେ ସାହାଯ୍ୟ କରିଥାଏ।
– ଫାଇବରରେ ଭରପୁର କଞ୍ଚା ପନିର ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
-ଏଥିରେ ଥିବା ଓମେଗା-୩ ଫ୍ୟାଟି ଏସିଡ୍‌ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ। ତେଣୁ ସୁଷମ ଖାଦ୍ୟ ତାଲିକାରେ ଖଣ୍ଡେ କଞ୍ଚାପନିର ସାମିଲ କରିବାକୁ କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହନଙ୍କ ଶେଷକୃତ୍ୟବେଳେ ଅଜବ ଦୃଶ୍ୟ, ରାହୁଲ କଲେ ଏମିତି କାମ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଆଜି ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ...

ବହି କିଣିବା ସହ ବାପାଙ୍କ କରଜ ଶୁଝିଥିଲି: ଲେଖକ ନିରାକାର ଦାସ

ପିଲାଦିନେ ମୁଁ ଥିଲି ଅତ୍ୟନ୍ତ ଗରିବ। ସେତେବେଳେ ପ୍ୟାଣ୍ଟ ଶାର୍ଟ କିଣିବା ତ ଦୂରର କଥା ସକାଳୁ ଉଠିଲେ ଆମର ଚିନ୍ତା ଥିଲା ଆଜି କ’ଣ...

ନୂଆବର୍ଷ ଦିନ ଘରକୁ ଆଣନ୍ତୁ ଏସବୁ ଜିନିଷ, ବର୍ଷସାରା ରହିବ ନାହିଁ ଧନର ଅଭାବ, ସୁଖଶାନ୍ତି…

ନୂତନବର୍ଷ କିପରି ମଙ୍ଗଳମୟ ହେବ ସେଥିପାଇଁ ସଭିଙ୍କ ମନରେ ରହିଥାଏ ବହୁ ଆଶା ଓ ଆକାଂକ୍ଷା। ତେବେ ବାସ୍ତୁଶାସ୍ତ୍ର ଅନୂଯାୟୀ, କ’ଣ ସବୁ କଲେ ନୂଆବର୍ଷ...

ହିମାଚଳରେ ପ୍ରବଳ ତୁଷାରପାତ

ଶିମ୍‌ଲା,୨୯।୧୨: ହିମାଚଳପ୍ରଦେଶର କୁଲ୍ଲୁ ଜିଲା ଅନ୍ତର୍ଗତ ସୋଲାଙ୍ଗ ନାଲାରେ ପ୍ରବଳ ତୁଷାରପାତ ଯୋଗୁ ମନାଲି-ଲେହ ରାଜପଥରେ ୮,୦୦୦ ପର୍ଯ୍ୟଟକ ଏବଂ ୧,୫୦୦ ଗାଡ଼ି ଫସିରହିଥିଲେ। ହିମାଚଳ...

ମୋକ୍ଷପ୍ରାପ୍ତି ପାଇଁ ୪ ଜଣଙ୍କ ଆତ୍ମହତ୍ୟା, ଫୋନ୍‌ରୁ ମିଳିଲା ଏଭଳି ଭିଡିଓ ରେକର୍ଡିଂ…

ଚେନ୍ନାଇ, ୨୯।୧୨: ତାମିଲନାଡ଼ୁର ତିରୁଭନ୍ନାମଲାଇ ଗିରିବଲମସ୍ଥିତ ଏକ ଘରୋଇ ହୋଟେଲରୁ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ୪ ଜଣକ ମୃତଦେହ ଜବତ କରିଛି। ମୃତକଙ୍କ ମଧ୍ୟରେ...

୨ ଶ୍ରମିକଙ୍କ ଉପରେ ମାଡ଼ିଗଲା ଅଭିନେତ୍ରୀଙ୍କ କାର

ମୁମ୍ବାଇ, ୨୯।୧୨: ମୁମ୍ବାଇର କାନ୍ଦିଓ୍ବଲିରେ ଲୋକପ୍ରିୟ ମରାଠୀ ଅଭିନେତ୍ରୀ ଊର୍ମିଳା କୋଠାରେଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଊର୍ମିଳାଙ୍କ ଡ୍ରାଇଭର ଦ୍ରୁତ ଗତିରେ...

୩୧ ସୁଦ୍ଧା ଡାଲଓ୍ବୋଲଙ୍କୁ ହସ୍ପିଟାଲ ନିଅ

ନୂଆଦିଲ୍ଲୀ,୨୯।୧୨(ପି.ଟି.): ଚାଷୀମାନଙ୍କ ବିଭିନ୍ନ ଦାବି ନେଇ ମାସେ ହେଲା ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ ସିଂ ଡାଲଓ୍ବୋଲଙ୍କ ଜୀବନ ଓ ସ୍ବାସ୍ଥ୍ୟାବସ୍ଥାକୁ ନେଇ...

କଶ୍ମୀରରେ ତୁଷାରପାତ: ବିମାନ, ଟ୍ରେନ୍‌ ପରିବହନ ବାଧାପ୍ରାପ୍ତ

ନୂଆଦିଲ୍ଲୀ,୨୮ା୧୨: ଜମ୍ମୁ-କଶ୍ମୀରରେ ଚଳିତ ଋତୁର ସର୍ବାଧିକ ତୁଷାରପାତ ଯୋଗୁ ଦୈନନ୍ଦିନ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶନିବାର ବିମାନ, ଟ୍ରେନ୍‌ ସମେତ ସଡ଼କ ପରିବହନ ବାଧାପ୍ରାପ୍ତ ହେବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri