ବରଗଡ଼ ଅଫିସ୍,୩୧।୩-ବରଗଡ଼ ଟାଉନ ଥାନା ଅନ୍ତର୍ଗତ ବନ୍ଦା ଗ୍ରାମରେ ସୋମବାର ଭୋର୍ ପ୍ରାୟ ୫ଟାରେ ଏକ ବଡ଼ ଧରଣର ଲୁଟ୍ପାଟ୍ ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ଗଙ୍ଗାରାମ ଦାଶଙ୍କ ହାତ, ଗୋଡ଼ ବାନ୍ଧି ୩ ଦୁର୍ବୃତ୍ତ ଘରେ ଥିବା ୩୦ ଭରି ସୁନା ଗହଣା, ଗୋଟିଏ ଜୁପିଟର୍ ସ୍କୁଟି, ମୋବାଇଲ ଆଦି ନେଇ ଯାଇଛନ୍ତି । ଏ ନେଇ ଗଙ୍ଗରାମ ପୋଲିସରେ ଅଭିଯୋଗ କରିବା ପରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ସଦଳବଳେ ଅନୁସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳକୁ ପହଞ୍ଚି ଛାନଭିନ୍ କରିଥିଲେ । ମାତ୍ର ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ସମ୍ପର୍କରେ କିଛି ସୁରାକ୍ ମିଳିପାରି ନାହିଁ । ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁଥିବା ଟାଉନ ଥାନା ଆଇଆଇସି ପୂଜାହାରୀ କହିଛନ୍ତି।
Posted inHome, Home Left, ଆମ ଜିଲା ଖବର, ବରଗଡ଼ View All

ଲାଲ୍ଚନ୍ଦ୍ର ଜବରଦସ୍ତ ଅଫର୍: ୨୨ କ୍ୟାରେଟ୍ ସୁନା ଅଳଙ୍କାର କିଣିଲେ…
ଭୁବନେଶ୍ୱର,୧୯।୪:ଲାଲ୍ଚନ୍ଦ୍ ଜୁଏଲର୍ସର ବହୁ ପ୍ରତୀକ୍ଷିତ ସ୍କିମ୍ ‘ଅକ୍ଷୟ ତୃତୀୟା ଅଫର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ସମସ୍ତ ୨୨ କ୍ୟାରେଟ୍ ଏଚ୍ୟୁଆଇଡି ହଲ୍ମାର୍କ୍ ସୁନା ଅଳଙ୍କାର...

ଆସନ୍ତା ମାସରେ ରେଳରୋକୋ କରିବ ଯାତ୍ରୀ ସୁରକ୍ଷା କମିଟି
ରୁପ୍ରାରୋଡ୍,୧୯ା୪(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ରୁପ୍ରାରୋଡ୍ ରେଳଯାତ୍ରା ସୁରକ୍ଷା କମିଟି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଆସନ୍ତା ତା-୬.୫.୨୫ରେ ରୁପ୍ରାରୋଡ୍ରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ର...

କୋହଳ ହେବ ଆଣବିକ ଆଇନ: ୨୦୪୭ ସୁଦ୍ଧା ୧୦୦ ଗିଗାଓ୍ବାଟ୍ ଆଣବିକ ଶକ୍ତି ଉତ୍ପାଦନ ଲକ୍ଷ୍ୟ
ନୂଆଦିଲ୍ଲୀ,୧୯ା୪(ରଏଟର୍ସ/ଏଜେନ୍ସି):ଭାରତ ନିଜ ଆଣବିକ ଉତ୍ତରଦାୟିତ୍ୱ ଆଇନରେ ସଂଶୋଧନ ଆଣି ଏହାକୁ କୋହଳ କରିବାକୁ ଯୋଜନା ଚଳାଇଛି। ପୂର୍ବରୁ ଦେଶର କୌଣସି ଆଣିବିକ ପ୍ଲାଣ୍ଟରେ ଦୁର୍ଘଟଣା ଘଟିଲେ...

ଗଛରେ ଝୁଲୁଛି ତାଡ଼ି ଗାଡୁଆ, ଯୁବ ସମାଜ ପଥଭ୍ରଷ୍ଟ
ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ସରକାର ପାମ୍ ଜାତୀୟ ଗଛ ରୋପଣ କରିିବା ପାଇଁ ଗୁରୁତ୍ୱାରୋପ କରୁଛନ୍ତି। ରାସ୍ତା ପାଶର୍ବ, ଖୋଲା ପଡ଼ିଆ, ନଦୀ, ନାଳ,...

ବାଂଲାଦେଶରେ ହିନ୍ଦୁ ନେତାଙ୍କୁ ପିଟିପିଟି ହତ୍ୟା
ଢାକା,୧୯।୪:ବାଂଲାଦେଶର ଦିନାଜପୁର ଜିଲାରେ ହିନ୍ଦୁ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତାଙ୍କୁ ତାଙ୍କ ଘରୁ ଅପହରଣ କରିନିଆଯାଇ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜିଲାର ବାସୁଦେବପୁର...

ତୁଳସୀ କ୍ଷେତ୍ରରେ ଐତିହ୍ୟ ସ୍ମାରକୀକୁ ଅଣଦେଖା
କେନ୍ଦ୍ରାପଡ଼ା,୧୯ା୪ (ଜଗନ୍ନାଥ ଧଳ): ଶୁକ୍ରବାର ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। ନିଜ ଅଞ୍ଚଳର ଐତିହ୍ୟ ସ୍ମାରକୀ ଚିହ୍ନଟ ଓ ଏହାର ସଂରକ୍ଷଣ ପାଇଁ ଇଣ୍ଟରନ୍ୟାଶନାଲ...

କାର୍ଯ୍ୟକ୍ଷମ ଅପେକ୍ଷାରେ ସହରର ଡ୍ରେନେଜ ସିଷ୍ଟମ୍ ପ୍ଲାନ
କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ପୌରାଞ୍ଚଳ ଡ୍ରେନେଜ ସିଷ୍ଟମର ପୁନରୁଦ୍ଧାର ଏକ ସମସ୍ୟା ଭାବେ ଉଭା ହୋଇଛି। ପୌରପାଳିକା ପକ୍ଷରୁ ଡ୍ରେନ ସଫେଇକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର...

ସମୁଦ୍ରରୁ ମାଛଧରା ବନ୍ଦ ପରେ ପୁଟି ଦେଉଛି ରୋଜଗାର
ପାରାଦୀପ,୧୯।୪(ଶରତ ରାଉତ): ରାଜ୍ୟର ଉପକୂଳ ଓଡ଼ିଶାରେ ଏବେ ସାମୁଦ୍ରିକ ମାଛଧରା ବନ୍ଦର ଅଛି। ଏହା ମଧ୍ୟରେ ମାଛ ଗଦି କରିଥିବା ବ୍ୟବସାୟୀମାନେ ପୁଟି ବେପାର ଉପରେ...