ହାଫିଜ୍‌ ସଇଦ୍‌ ଦୋଷୀ ସାବ୍ୟସ୍ତ: ମାମଲା ଗୁଜରାଟ ଅଦାଲତକୁ ସ୍ଥାନାନ୍ତର

ଲାହୋର, ୭।୮: ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ ପାକିସ୍ତାନର ଏକ ଅଦାଲତ ଦୋଷୀ ସାବସ୍ତ୍ୟ କରିଛି। ତାଙ୍କ ନାମରେ ଏକାଧିକ ମାମଲା ରହିଥିବାବେଳେ ଏକ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅଦାଲତ କହିଛନ୍ତି। ଏହା ସହିତ ହାଫିଜ୍‌ଙ୍କ ଉପରେ ଚାଲିଥିବା ଏହି ମାମଲାକୁ ଲାହୋର ଅଦାଲତରୁ ଗୁଜରାଟ ଅଦାଲତକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ଜୁଲାଇ ୧୭ରେ ତାଙ୍କୁ ଗୁଞ୍ଜରଓ୍ବାଲାଠାରୁ ପାକିସ୍ତାନର ଆତଙ୍କବାଦ ନିରୋଧୀ ଟିମ୍‌ ଦ୍ୱାରା ଗିରଫ କରାଯାଇଥିଲା। ତାଙ୍କ ନାମରେ ବ୍ୟାପକ ଅର୍ଥ ହେର୍‌ ଫେର୍‌ ତଥା ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କୁ ନାଲି ଆଖି ଦେଖାଇଲା ପାକିସ୍ତାନ, କହିଲା ପ୍ରଥମେ କ୍ଷମା ମାଗନ୍ତୁ ଟେସଲା ମାଲିକ, ତା’ପରେ…

ଓ୍ବାଶିଂଟନ/ଇସଲାମାବାଦ,୨୩।୧: ପାକିସ୍ତାନ ଏବେ ଟେସଲା ମାଲିକ ଏଲୋନ ମସ୍କଙ୍କ ପ୍ରତି ନିଜର ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କରିଛି। ନିକଟରେ, ଏଲୋନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ...

ଆମେ ଅଲୋଚନା ପାଇଁ ପ୍ରସ୍ତୁତ, ଟ୍ରମ୍ପଙ୍କ ଧମକ ପରେ ନରମିଲେ ପୁଟିନ!

ମସ୍କୋ,୨୩।୧: କ୍ଷମତାକୁ ଆସିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ସହିତ ଯୁଦ୍ଧ ଶେଷ କରିବାକୁ କହିଛନ୍ତି। ରୁଷିଆ ମଧ୍ୟ କହିଛି ଯେ ସେ...

ସମଲିଙ୍ଗୀ ବିବାହକୁ ମିଳିଲା ଆଇନର ମାନ୍ୟତା, ଥାଇଲ୍ୟାଣ୍ଡ ହେଲା ଏସିଆର ତୃତୀୟ ଦେଶ

ବ୍ୟାଙ୍କକ,୨୩।୧: ଗତବର୍ଷ ଥାଇଲ୍ୟାଣ୍ଡରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବା ପରେ, ଏହା ଏବେ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ଥାଇଲ୍ୟାଣ୍ଡ ଏପରି କରିବାରେ ଦକ୍ଷିଣ-ପୂର୍ବ...

ହାସିନାଙ୍କୁ ଭାରତୀୟ ନାଗରିକତା, ମୋଦି ସରକାର ନେବେ ବଡ଼ ନିଷ୍ପତ୍ତି! ବାଂଲାଦେଶର ସବୁ ଚାଲ୍‌ ଫେଲ୍‌

ନୂଆଦିଲ୍ଲୀ,୨୩।୧: ଗତ ବର୍ଷ ଅଗଷ୍ଟ ୪ରେ ବାଂଲାଦେଶରେ ବଡ଼ ଧରଣର ହିଂସା ଘଟିଥିଲା। ଏହି ହିଂସା ଏତେ ତୀବ୍ର ହୋଇଥିଲା ଯେ ସରକାର ତଥା ଦେଶର...

ଟ୍ରମ୍ପଙ୍କୁ ମାତ୍‌ ଦେଲେ ଆମେରିକାରେ ରହୁଥିବା ଭାରତୀୟ, ଟ୍ରମ୍ପଙ୍କ ବଢିଲା ଟେନଶନ!

ଓ୍ବାଶିଂଟନ୍‌,୨୩।୧:ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଦ୍ରୁତ ଗତିରେ ଫାଇଲରେ ସ୍ବାକ୍ଷର କରିବା ଆରମ୍ଭ କରିଦେଇଛନ୍ତି। ସେ ଆମେରିକାର ସମସ୍ତ ପୁରୁଣା...

ପୁଣି ଜଳୁଛି ଲସ ଆଞ୍ଜେଲସ: ୩୧,୦୦୦ ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ

ଲସ ଆଞ୍ଜେଲସ,୨୩।୧: ପୁଣି ଜଳୁଛି ଆମରେିକାର ଲସ ଆଞ୍ଜେଲସ। ଲସ ଆଞ୍ଜେଲସର ଉତ୍ତରରେ ଥିବା କାଷ୍ଟାଇକ ହ୍ରଦ ନିକଟରେ ଏକ ନୂତନ ଜଙ୍ଗଲୀ ନିଆଁ ହଜାର...

ଭାରତ ପାଇଁ ଭାବପୂର୍ଣ୍ଣ ‘ଶେଷ ଚିଠି’ ଲେଖିଲେ ଆମେରିକୀୟ ରାଷ୍ଟ୍ରଦୂତ, କହିଲେ-‘ତୁମକୁ ଝୁରି ହେବି’…

ନୂଆଦିଲ୍ଲୀ,୨୨।୧: ଭାରତରେ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କର ଭାରତ ପ୍ରତି ଏକ ବିଶେଷ ଆସକ୍ତି ରହିଛି। ଅନେକ ଥର ସେ...

ଏତିକି ବର୍ଷ ପରେ ଧ୍ୱଂସ ପାଇଯିବ ପୃଥିବୀ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଲଣ୍ଡନ,୨୨।୧: ଇଂଲଣ୍ଡର ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ପୃଥିବୀର ଭବିଷ୍ୟତ ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦିଆଯାଇଛି। ଆମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image