ବନ୍ତ,୨୭।୩(ଡି.ଏନ୍.ଏ.): କରୋନା ଲାଗି ସାରା ଦେଶ ଲକ୍ଡାଉନ୍ ଘୋଷଣା ହୋଇଥିବା ବେଳେ ହିତାଧିକାରୀଙ୍କୁ ଘରେ ଭତ୍ତା ଟଙ୍କା ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଥିଲା । ଏ ନେଇ ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟଁ । ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତା ପାଣିଗ୍ରାହୀ, ସରପଞ୍ଚ ବିଷ୍ଣୁମୋହନ ଜେନା ହିତାଧିକାରୀଙ୍କ ଘରେ ପହଞ୍ଚତ୍ ଭତ୍ତା ଟଙ୍କା ବାଣ୍ଟିଥିବା ଦେଖିବାକୁ ମିଳୁଛି ।